ରଖିଥିବି ତତେ ସାଇତି ଏଇ ହୃଦୟରେ |Rakhithibi tate saiti aei hrudayare - Humane Sagar, R. Ankita|

ରଖିଥିବି ତତେ ସାଇତି ଏଇ ହୃଦୟରେ |Rakhithibi tate saiti aei hrudayare - Humane Sagar, R. Ankita Lyrics

Singer Humane Sagar, R. Ankita

ରଖିଥିବି ତତେ ସାଇତି ଏଇ ହୃଦୟରେ

ରଖିଥିବି ତତେ ସାଇତି ଏଇ ହୃଦୟରେ

ଦେଖୁ ଥିବି ତତେ ନୀତି ଆଖି ପଲକରେ (ପୁ)

ନା ନା ......

ରଖିଥିବି ତତେ ସାଇତି ଏଇ ହୃଦୟରେ

ଦେଖୁ ଥିବି ତତେ ନୀତି ଆଖି ପଲକରେ (ଝି)

ତୁ ଆସୁଛୁ ମୋ ସପନରେ

ତୁ ରହିଛୁ ମୋ ଭାବନାରେ

ତୋ ବିନା ନୁହେ କିଛି ମୋ ଜୀବନ (ପୁ)

ତୁ ଆଖି ମୁଁ ସପନ

ମୁଁ ଦେହ ତୁ ସ୍ପନ୍ଦନ (ପୁ)

ତୁ ଆଖି ମୁଁ ସପନ

ମୁଁ ଦେହ ତୁ ସ୍ପନ୍ଦନ (ଝି)

ହସ ତ ଲାଗୁଛି ମୁତ୍ତି ଝରା

ରାଗ ତୋ ବୈଶାଖୀ  ପହିଲି ଖରା

ଆସୁଛୁ ଖାଲି ତୁ ଭାବନାରେ

ତୋ ଛବି ଦେଖେ ମୁଁ ସପନରେ (ପୁ)

ତୋ ପାଇଁ ହେଇଛି ଦିବାନି

ତତେ ମୁଁ ଦେଖିଲେ ରହିପାରୁନି

କଉ ସାତ ଜନ୍ମର ସାଥିଟେ ତୁ

ପ୍ରେମର ପ୍ରଥମ ଅତିଥି ତୁ (ଝି)

ତୁ ଆସୁଛୁ ମୋ ସପନରେ

ତୁ ରହିଛୁ ମୋ ଭାବନାରେ

ତୋ ପାଖେ ରହିଛି ଏଇ ....ମୋ ମନ...(ପୁ)

ତୁ ଆଖି ମୁଁ ସପନ

ମୁଁ ଦେହ ତୁ ସ୍ପନ୍ଦନ (ଝି)

ହୋ....ହୋ.....(ପୁ)

ଲା ଲା ଲା......(ଝି)

ତୋ ପ୍ରେମ ପଡି ସବୁ ଭୁଲିଛି

ତୋ କଥା ଦିନ ରାତି ଭାବୁଛି

ଆଖି ବୁଜିଲେ ତତେ ଦେଖୁଛି

ଆଖି ଖୁଲିଲେ ତୋ ଛବି ନାଚୁଛି (ଝି)

ନା ନା....ମିଠା ଚାହାଣୀରେତୁ ଚାହିଁଲୁ

ଜାଣେନା ପ୍ରେମରେ ପକେଇ ଦେଲୁ

ପରଦେଶୀ କୁ ନିଜର କଲୁ

ତୋ ହୃଦୟ ଭିତରେ ଜାଗାଦେଲୁ (ପୁ)

ତୁ ଆସୁଛୁ ମୋ ସପନରେ

ତୁ ରହିଛୁ ମୋ ଭାବନାରେ

ତୋ ବିନା ଅଧୁରା ଏଇ ମୋ ମନ

ତୁ ଆଖି ମୁଁ ସପନ

ମୁଁ ଦେହ ତୁ ସ୍ପନ୍ଦନ (ଝି)

ତୁ ଆଖି ମୁଁ ସପନ

ମୁଁ ଦେହ ତୁ ସ୍ପନ୍ଦନ (ପୁ)

ହେ.....ହୋ.......



Previous
Next Post »