Kahana E Phula Kahana | କହନା ଏ ଫୁଲ କହନା - Alka Yagnik & Anuradha Lyrics
| Singer | Alka Yagnik & Anuradha |
| Movie | Phula Chandana(1982) |
| Music | Saroj Patnaik. |
| Song Writer | Sangram Mohanty |
କହନା ଏ ଫୁଲ କହନା
କହିଦେ ନକରି ବାହାନା
ମୋ ମନ ନୀଳ କଇଁ
ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି ଆଖିକୁ ନିଦ ନାହିଁ
ଆସିବା କେବେ କହନା
ଲୋ ମିତ ସତ କହୁଛି
କରୁ ନାହିଁ ବାହାନା
ମୋ ମନ ଖୁସି କହି କି
ମୁ ତ ନିଜେ ଜାଣେନା
ମୋ ସାଥେ ମିଛଟାରେ ଆଉ ଲାଗେନା
ମନ ଛନ ଛନ ମୁହେଁ ଲାଜ
କାହାକୁ କହି ପାରେନା ନା ନା ନା ...
କହନା ଏ ଫୁଲ କହନା
କହିଦେ ନକରି ବାହାନା
ତୋ ମନ ନୀଳ କଇଁ
ଯାହାର ବାଟଚାଇଁ
ରାତି ଦିଏ ପାଇଁ
ରାତି ଦେଏ ପାହି ଆଖି କୋ ନିଦ ନାହିଁ
ଆସିବ କେବେ କହନା
କାହା ଛବି ମୋ ଆଖିରେ
ନାଚି ନାଚି ଯାଉଛି
ମୁ ଖାଲି ତା ଆସିବା ଚାହିଁ ବସିଛି
ଲୋ ମିତ ତାରା ଗଣି ରାତି ପାହୁଁଛି
ପର ଲଗାଇ ମନ ମୋର
ଅଜିତ ବୋଲ ମାନେନା ନା ନା ନା
କହନା ଏ ଫୁଲ କହନା
କହିଦେ ନକରି ବାହାନା

ConversionConversion EmoticonEmoticon