ଚାଲ ଟିକେ ଟିକେ ଟିକେ...ବୁଲିଯିବା ପ୍ରେମ ରାଇଜକୁ |Chal tike tike bulijiba prem raijaku - Humane Sagar, Subhalaxmi |

ଚାଲ ଟିକେ ଟିକେ ଟିକେ...ବୁଲିଯିବା ପ୍ରେମ ରାଇଜକୁ |Chal tike tike bulijiba prem raijaku - Humane Sagar, Subhalaxmi Lyrics

Singer Humane Sagar, Subhalaxmi
Presented by SAMRAT MUSIC ODISHA
Music Chinmay Dash & Bibhun
Lyrics Jhasaketan

ଚାଲ ଟିକେ ଟିକେ ଟିକେ...ବୁଲିଯିବା ପ୍ରେମ ରାଇଜକୁ

ଲେଖି ଦବା ଦବା ଦବା ସେ ରାଇଜେ ଆମ ନାକୁ...

ହସି ହସି ଆମେ ଦୁଷ୍ଟ ହଉଥିବା (ପୁ)

ବୁଲି ବୁଲି ପୁଣି ହଜେଇତ ଦେବା (ଝି)

ଆମେ ଆମ ନିଜେ ନିଜକୁ (ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ...

ଲେଖି ଦବା ଦବା ଦବା ସେ ରାଇଜେ ଆମ ନାକୁ(ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ

ଲେଖି ଦବା ଦବା ଦବା ସେ ରାଇଜେ  ଆମ ନାକୁ... (ଝି)

କେଉଁ ସରଗରୁ ତୁ ଲୋ...ଫୁଲ ପରିଜାତ

ନିଜ କଥା ଭୁଲି ଆଜି ଧରିଲି ତୋ ହାତ...(ପୁ)

ମୁ ଫୁଲ ତୋମେ ମୋର...ବଗିଚାର ମାଳି...

ତୁ ମୋ ହାତେ ରହିଥିବି...ହେଇ ଜପା ମାଳି (ଝି)

ତୋମ ଚଲାବାଟେ ଫୁଲ ହେଇଥିବି (ପୁ)

ମୁଖରେ ଦୁଃଖରେ ତୋମ ପାଖେ ଥିବି (ଝି)

ଭୁଲି ଯାଏ ନିଜକୁ (ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ

ଲେଖି ଦବା ଦବା ଦବା ସେ ରାଇଜେ  ଆମ ନାକୁ...(ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ

ଲେଖି ଦବା ଦବା ଦବା ସେ ରାଇଜେ ଆମ ନାକୁ.... (ଝି)

ଏକି ଋତୁ ଆସିଗଲା...ଫଗୁଣ ଫଗୁଣ...

ହୃଦୟରେ ଖେଳି ଗଲା...ରଙ୍ଗର ମେଳଣ... (ଝି)

ଆକାଶରୁ ଝରିଗଲା ପ୍ରେମର ମୁରୁଜ...

ସାତ ରଙ୍ଗରେ ସଜେଇଲା ଆମ ଫୁଲ ଶେଜ... (ପୁ)

ହସ ହେଇ ତୋମ ଓଠେ ରହିଥିବି.... (ଝି)

ଦୁଃଖ ଆସିଲେ ନୀତି ହସେଇବି

ମନ ଖୁଲୀ ତୁମକୁ... (ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ...

ଲେଖି ଦବା ଦବା ଦବା ସେ ରାଇଜେ ଆମ ନାକୁ... (ପୁ)

ଚାଲ ଟିକେ ଟିକେ ଟିକେ ବୁଲିଯିବା ପ୍ରେମ ରାଇଜକୁ...

ଲେଖି ଦବା ଦବା ଦବା ସେ ରାଇଜେ ଆମ ନାକୁ... (ଝି)



Previous
Next Post »