Chaluthili Eka Eka |ଚାଲୁଥିଲି ଏକା ଏକା ମୋ ଠିକଣା ନଥିଲା - Humane Sagar & Jyotirmayee Lyrics
| Singer | Humane Sagar & Jyotirmayee |
| Producer | Rajib Pattnayak |
| Music | Brand Sachin |
| Lyrics | Ritanjali Maharana |
ଚାଲୁଥିଲି ଏକା ଏକା
ଚାଲୁଥିଲି ଏକା ଏକା ମୋ ଠିକଣା
ନଥିଲା
ତୁ ହେଇଗଲୁ ଦେଖା ସବୁ ମିଳିଲା...
(ପୁ)
ମୋ ସ୍ୱପ୍ନ ଥିଲା ଚୁନା ଚୁନା କିଛି
ଭରସା ନଥିଲା
ତୁ ହେଇଗଲୁ ଦେଖା ହସ ଝରିଲା...
(ଝି)
ସେ ଆଶାକୁ ତୋ ଭାଷାକୁ ରଙ୍ଗ ତୁଳିରେ
ମୋ ମନରେ କିଏ ଆଙ୍କିଦେଲେ...
(ପୁ)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥେ... ବାଟସାରା ଏତେ
ଖୁସି
ଝରି ଯାଏ...ଧୀରେ ଧୀରେ...(ପୁ)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥେ... ବାଟସାରା ଏତେ
ଖୁସି
ଝରି ଯାଏ...ଧୀରେ ଧୀରେ...(ଝି)
ମିଠା ତୋର କଥାରେ...ଓଠରୁ ମହୁ
ଝରେ
ହୃଦୟରୁ ପ୍ରେମ ଦେଇ...ଭଲ ପାଇଲୁ
(ପୁ)
ତୋର ସେ ମିଠା ପ୍ରେମ..ଏମିତି ଚମକୀଲା
ଅନ୍ଧାରରେ ଆକ୍ଷେ ଦୀପ ଜଳେଇ ଦେଲୁ
(ଝି)
କେତେ ଫୁଲରେ କେତେ ବାସ୍ନାରେ ଦେଲୁ
ସତରେ
ଜୀବନରେ..ପ୍ରତି ବରଷୀଗଲା...
(ପୁ)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥେ... ବାଟସାରା ଏତେ
ଖୁସି
ଝରି ଯାଏ...ଧୀରେ ଧୀରେ...(ପୁ)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥେ... ବାଟସାରା ଏତେ
ଖୁସି
ଝରି ଯାଏ...ଧୀରେ ଧୀରେ...(ଝି)
ଓ....ନା ନା ନା.....(ପୁ)
ତତେ ଯେବେ ଦେଖୁଛି ନିଦ ବି ଭିଯୁଛି
ଆଖି ଥିଲା ତୁ ମୋର ସବୁ ପାଉଛି
(ଝି)
ଓ ସ୍ୱପ୍ନ ନୁହେ ସତରେ ଥିବି ମୁ
ତୋ ସାଥିରେ...
ଆସୁ ଯେତେ ଝଡ ବର୍ଷା କଥା ମୁ ଦେଲି...
(ପୁ)
ସେ କଥା ଜହ୍ନ ମଝିରେ ତୋ ପ୍ରେମରେ
ଇନ୍ଦ୍ରଧନୁ ରଙ୍ଗ ଝରିଗଲାରେ...
(ଝି)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥିରେ... ବାଟସାରା
ଏତେ ଖୁସି
ଝରି ଯାଏ...ଧୀରେ ଧୀରେ...(ଝି)
ଦେଖା ହେଲା ଦେଖା ହେଲା
ଯେବେ ତୋ ସାଥେ... ବାଟସାରା ଏତେ
ଖୁସି
ଝରି
ଯାଏ...ଧୀରେ ଧୀରେ...(ପୁ)

ConversionConversion EmoticonEmoticon