ମାଟି ଅଗଣାରେ ଚାଲୁଥିଲି ମୁଁ |Mati Aganare Chaluthili Re Mun -Ira Mohanty & Debesh Pati ।

ମାଟି ଅଗଣାରେ ଚାଲୁଥିଲି ମୁଁ |Mati Aganare Chaluthili Re Mun -Ira Mohanty & Debesh Pati Lyrics

Singer Ira Mohanty & Debesh Pati
Producer Bishnupriya Mohapatra
Music Muna Mohant
Lyrics Pramod Parida



ଓ ଓ ଓ ......(ଝି)(୨)
ଓ ଓ ଓ ......(ପୁ)(୨)
ସରଗ ପରୀଟେ ନିଦ ବାଉଳାରେ ମରତେ ଆସିଛି ଉଲେହି
ସେଇ ପରି ଆଜି ନାୟିକା ମୋ ସାଜି ହଉଛି କେତେ ଫୁଲେଇ (ପୁ)
ଦେବଦ୍ୱତ୍ତଟେ ଦେବ ଲୋକ ଭୁଲି ଦେଲା ଲୋ ମୋ ନିଦକୁ ହଜେଇ
ସେଇ ଦ୍ୱତ୍ତ ଆଜି ମୋର ମିତ ସାଜି ମନକୁ ଛୁଇଁ ଗେଲେଇ (ଝି)
ସରଗ ପରୀଟେ ନିଦ ବାଉଳାରେ ମରତେ ଆସିଛି ଉଲେହି
ସେଇ ପରି ଆଜି ନାୟିକା ସାଜି ହଉଛି କେତେ ଫୁଲେଇ (ପୁ)
ଦେବଦ୍ୱତ୍ତଟେ ଦେବ ଲୋକ ଭୁଲି ଦେଲା ଲୋ ମୋ ନିଦକୁ ହଜେଇ
ସେଇ ଦ୍ୱତ୍ତ ଆଜି ମୋନ ମିତ ସାଜି ମନକୁ ଛୁଇଁ ଗେଲେଇ (ଝି)
ତୋ ମନ ଗୋରୀ କରିଛି ଚୋରି (ପୁ)
ଦେଖିନି ହାଏ ଚୋର ତୋ ପରି (ଝି)
ହଁ..ହଁ ..ହଁ ...
ମାଟି ଅଗଣାରେ ଚାଲୁଥିଲି ମୁଁ
ଫୁଲ ଝୁଲଣାରେ ଝୁଲେଇ ଦେଲୁ ତୁ (ଝି)
ଅଜଣା ବାଟରେ ବାଟଇ ଥିଲି ମୁଁ
ମୋତେ ଦେଖୁ ଦେଖୁ ପାଛଟି ନେଲୁ ତୁ (ପୁ)
ଅଲି ଅଳି ଝିଅଟେ ତୁ ଭାରି ସୁଖୁମାରି
ମନ କିଣି ନିଏ ତୋର କଥା ଥିରି ଥିରି (ପୁ)
କଥା କୁହ ଆଖି ତୋର କଲା ମନ ଚୋରି
ଚାଲୁ ଥିବି ଶହେ ଜନ୍ମ ତୋ ହାତ ଧରି (ଝି)
ତୋ ହାତ ଧରି ଚାଲୁଛି ଗୋରୀ (ପୁ)
ପାଖରେ ଥିବି ଛାଇଟେ ପରି (ଝି)
ହଁ...ହଁ...ହଁ...
ମାଟି ଅଗଣାରେ ଚାଲୁଥିଲିରେ ମୁଁ
ଫୁଲ ଝୁଲଣାରେ ଝୁଲେଇ ଦେଲୁ ତୁ (ଝି)
ଅଜଣା ବାଟରେ ବାଟଇ ଥିଲି ମୁଁ
ମୋତେ ଦେଖୁ ଦେଖୁ ପାଛଟି ନେଲୁ ତୁ (ପୁ)
ଅପା ରୁପା ରୂପସୀ ତୁ ଭାରି ନୀରୀମାଖି
ତତେ ପାଇଁ ଆକାଶରେ ଉଡ଼େ ମନ ପକ୍ଷୀ (ପୁ)
ଉଡ଼ା ପକ୍ଷୀଟେ ଥିଲି ଦେଲୁ ଯଦି ଡାକି
ଭଲ ପାଇବାର ସବୁ ସୀମା ଡେଇଁ ବୁକି (ଝି)
ସୀମା କୁ ଡେଇଁ ଆସିଛି ଧାଇଁ (ପୁ)
କଥା ଦେ ମୋତେ ଫେରିବୁ ନାହିଁ (ଝି)
ହଁ...ହଁ..ହଁ...
ମାଟି ଅଗଣାରେ ଚାଲୁଥିଲିରେ ମୁଁ
ଫୁଲ ଝୁଲଣାରେ ଝୁଲେଇ ଦେଲୁ ତୁ (ଝି)
ଅଜଣା ବାଟରେ ବାଟଇ ଥିଲି ମୁଁ
ମୋତେ ଦେଖୁ ଦେଖୁ ପାଛଟି ନେଲୁ ତୁ (ପୁ)
ଓ ଓ ଓ ......(ଝି)(୨)
ଓ ଓ ଓ ......(ପୁ)(୨)


Previous
Next Post »