ମାଲମହୂ ଜୀବନ ମାଟି |Mal Mahu Jiban Mati - Humane Sagar Lyrics
| Singer | Humane Sagar |
| Star Cast | Sabyasachi Mishra , Elina Samantray |
| Music | Abhijit Majumdar |
| Lyrics | Dr Nirmal Nayak |
ମାଲମହୂ ଜୀବନ ମାଟି
ତୁ ଧୋକା ଦେଲୁ ତତେ ଦୋଷ ଦେବିନି
ତୋ ପ୍ରେମରେ ଦେବଦାସ କେବେ ହେବିନି
(୨)
ତୁ ଯୁଆଡେ ଯାଉଛୁ ଯା
ହସ ଖୁସିରେ ରହିଥା
ଏ ଲୁହକୁ ଦେଖାନା
ମୋ କଥାକୁ ଭୁଲି ଯା
ଜନମରୁ ଆମେ କଣ ହତାସ ପାଟି
ମାଲମହୂ ଜୀବନ ମାଟି (୩)
ହଁ ଭାବିନଥିଲି ମୁଁ ଦିନେ ତତେ
ପାଇବି
ଚାଲିଗଲୁ ବୋଲି ଦୁଃଖ କାହିଁକି
କରିବି
ହୃଦୟକୁ ଭାଙ୍ଗି ମୋର ଯଦିତୁ ଖୁସି
ତୋ ଖୁସି ପାଇଁ ଚଢି ପାରେ ମୁଁ
ଫାଶୀ
ଯେତେ ଘୃଣା କରୁଥିବୁ ତୁ
ସେତେ ଭଲ ପାଇଥିବି ମୁଁ
ଯେତେ ହସୁଥା ମୋ ଉପରେ
ତୋର ଶୁଭ ମନାସିବି ମୁଁ
ଆରେ ମୋ ପାଇଁ କିଭାଗ୍ୟରେ
ତୋ ନୁଉ ଗ୍ୟାରେଣ୍ଟି
ମାଲମହୂ ଜୀବନ ମାଟି (୪)

ConversionConversion EmoticonEmoticon