ହାତରେ ତୋ ହାତ ଦେ|Hatare To Hata Dea- Humane Sagar , Sital Kabi |

ହାତରେ ତୋ ହାତ ଦେ|Hatare To Hata Dea- Humane Sagar , Sital Kabi Lyrics

Singer Humane Sagar Sital Kabi
Star Cast 𝐒𝐭𝐚𝐫 𝐂𝐚𝐬𝐭 : Aswin Tripathy , Sonali Panda
Music Bimugdha Das
Lyrics Soumya Ranjan Bal

ହାତରେ ତୋ ହାତ ଦେ

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ

ନଜରରେ ନଜର ମିଶେଇତ ଦେ... (ପୁ)

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ...

ନଜରରେ ନଜର ମିଶେଇତ ଦେ... (ଝି)

ଆଜି କହୁଛି କହୁଛି ମୁଁ ଭଲ ପାଉଛି

ତତେ ରାଣୀ କରିକି ରଖିବି ମୁଁ କଥା ଦଉଛି (ପୁ)

ଆଜି କହୁଛି କହୁଛି ମୁଁ ଭଲ ପାଇଛି

ତତେ ପ୍ରେମ ପାଇଁ ଅନୁମତି ଦେଇ ଦେଇଛି (ଝି)

ଚାହିଁଦେଲେ ହୃଦୟରେ କିଛି ହଉଛି... (ଝି)

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ..

ନଜରରେ ନଜର ମିଶେଇତ ଦେ... (ପୁ)

ମୁତ୍ତି ତୁ ହୀରା ମୁତ୍ତି

ସେଥିପାଇଁ ମନେ ଦେଲି ସାଇତି ମୁଁ ସାଇତି (ପୁ)

ରାତି... ରାତି ଯାଏ ବିତି

ସାରା ରାତି ଜିଇଁ ଜିଇଁ ମୁଁ ଭାବୁଛି ମୁଁ ଭାବୁଛି (ଝି)

ଆଜି କହୁଛି କହୁଛି ମୁଁ ଭଲ ପାଇଛି

ତତେ ପାଖେ ପାଇ ଆଜି କାଲି ସବୁ ଭୁଲିଛି

ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଛି (ପୁ)

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ...

ନଜରରେ ନଜର ମିଶେଇତ ଦେ... (ଝି)

ଲାଖି ଆଖି ଯାଏ ଲାଖି

ଦେଖିଦେଲେ ଥରେ ହାଏ ତୋ ସଉକି ତୋ ସଉକି (ପୁ)

ବାଛି ଆଣିଛି ମୁଁ ବାଛି

ଦୁନିଆରେ ଭଲ ତତେ ମୁଁ ପରଖି  ମୁଁ ପରଖି (ଝି)

ଆଜି କହୁଛି କହୁଛି ମୁଁ ଭଲ ପାଇଛି

ତୋ ହାତରେ ଦେବୀ ଚାନ୍ଦ ଆଣି କଥା ଦଉଛି (ପୁ)

ଶର୍ମିଲୀଦେହରୁ ତୋ ମୁକ୍ତା ଝରୁଛି (ପୁ)

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ...

ନଜରରେ ନଜର ମିଶେଇତ ଦେ... (ଝି)

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁ ଦେ...

ନଜରରେ ନଜର ମିଶେଇତ ଦେ... (ପୁ)

Previous
Next Post »