Nua Nua Jhiatia |ନୂଆ ନୂଆ ଝିଅଟିଏ - Shakti Mishra Lyrics
| Singer | Shakti Mishra |
| Album | Jhiatia |
| Music | Prem Anand |
| Lyricist | arun mantri |
ନୂଆ ନୂଆ ଝିଅଟିଏ
ନୂଆ ନୂଆ ଝିଅଟିଏ
ନୂଆ ନୂଆ ମୁହଁଟିଏ
ନୂଆ ନୂଆ ଝିଅଟିଏ
ନୂଆ ନୂଆ ମୁହଁଟିଏ
ନୂଆ ନୂଆ ବସିଛି ଛାତିରେ
ମତେ ନିଦ ହଉନି...ରାତିରେ (୨)
ନୂଆ ନୂଆ ଛବିଟିଏ
ନୂଆ ନୂଆ ଛାଇଟିଏ
ନୂଆ ନୂଆ ଛବିଟିଏ
ନୂଆ ନୂଆ ଛାଇଟିଏ
ନୂଆ ନୂଆ ଚାଲୁଛି ମୋ ସାଥିରେ...
ମତେ ନିଦ ହଉନି...ରାତିରେ....
(୨)
ପଜାପତି ପରି ତରକା ମନଟା ତା ପାଖେ
ପଢିଛି ବନ୍ଧା...
ତା ପାଇଁ ସିନା ମହକି ଯାଉଛି ନୀତି
ମୋ ସକାଳ ସନ୍ଧ୍ୟା
ହଁ ପଜାପତି ପରି ତରକା ମନଟା ତା
ପାଖେ ପଢିଛି ବନ୍ଧା
ତା ପାଇଁ ସିନା ମହକି ଯାଉଛି ନୀତି
ମୋ ସକାଳ ସନ୍ଧ୍ୟା...
ନୂଆ ନୂଆ କଢିଟିଏ
ନୂଆ ନୂଆ ଫୁଲଟିଏ
ନୂଆ ନୂଆ ଫୁଟିଛିଏ ଋତୁରେ
ମନେନିଦ ହଉନି...ରାତିରେ (୨)
ଅଳପ ଅଳପ ଅଳପରେ ତାର ଥାଏ ବେଶୀ
ବେଶୀ ମାନେ...
ହଁ ସେଇ ମାନେ ବୁଝୁ ବୁଝୁ ମୋର
ପଢେନାହିଁ କିଛି ମନେ
ହଁ ଅଳପ ଅଳପ ଅଳପରେ ତାର ଥାଏ ବେଶୀ
ବେଶୀ ମାନେ
ସେଇ ମାନେ ବୁଝୁ ବୁଝୁ ମୋର ପଢେନାହିଁ
କିଛି ମନେ...
ନୂଆ ନୂଆ ମନଟିଏ
ନୂଆ ନୂଆ ଜହ୍ନଟିଏ
ନୂଆ ନୂଆ ଉଇଁଛି ମୋ ଶମୄତିରେ
ମତେ
ନିଦ ହଉନି...ରାତିରେ.... (୪)

ConversionConversion EmoticonEmoticon