Dhana hau hau |ଧନ ହଉ ହଉ - Humane Sagar & Jyotirmayee nayak Lyrics
| Singer | Humane Sagar & Jyotirmayee nayak |
| CAST | CAST- Aswin Tripathy, Himagni Dutta |
| Music | Japani Bhai |
| Lyrics | Subrat Swain |
ହଉ ହଉ
ଚହଲା ଚହଲା ଚାହାଣିରେ ଯେବେଲ ଚିମିଟି
ଦଉ (ପୁ)
ଥାଉ ଥାଉ ଏ ଧନ ଥାଉ ଥାଉ (ଝି)
ନଶିଲା ନଶିଲା ନଖରାମି ତୋର ଯେବେଲ ଚିପିଡ଼ି ଦଉ (ଝି)
ହଉ ହଉ ଏ ଧନ ହଉ ହଉ (ପୁ)
ସାମ୍ନାରେ ହଉଛୁ ହଲଚଲ ସ୍ୱପ୍ନରେ
କରୁଛୁ କଲବଲ (ପୁ)
ତୋ ପ୍ରେମର ରଙ୍ଗୁଲି ଭାରି ଚୁଲବୁଲି
ଛାତିକି ଥରି ଦଉ (ଝି)
ହଉ ହଉ ଏ ଧନ ହଉ ହଉ... (ପୁ)
ଥାଉ ଥାଉ ଏ ଧନ ଥାଉ ଥାଉ... (ଝି)
ଉଡ଼ି ଉଡି ଯାଏ ଗୁଡ଼ି ତୋ ସାଥିରେ
ମୋତେ ଜୁଡ଼ି (ପୁ )
ତୁ ଆସିଲେ ମୋ ବାଟରେ ସୁନା ଫୁଲ
ପଡେ ଝରି
ତ ହାତେ ରଙ୍ଗ ତୋଳି ମୋ ପାଦରେ
ଦେଲୁ ଡାଳି(ଝି)
ଅଳତା ହେଇ ପାଦେ ଲାଗିଲା ପାଉଁଜି
ପଡିଲା ଛିଡି
ଦିନରେ ବିଜୁଳି ଘଡ ଘଡି ରାତିରେ
ପ୍ରେମର ନଇଁ ବଡି(ପୁ)
ତୋ ପ୍ରେମର କାହାଣୀ କରେ କିଲିବିଲି
ଚାହାଣିରେ ମାରିଦଉ (ଝି)
ହଉ ହଉ ଏ ଧନ ହଉ ହଉ... (ପୁ)
ଥାଉ ଥାଉ ଏ ଧନ ଥାଉ ଥାଉ... (ଝି)
ଚୋରା ଚୋର ଚଇଟାରେ ମନ ଲାଗେ ରସ
ଭଳି (ଝି)
ଚାଲିଲେ ଟିକେ ଛୁଇଁ ଲେ ରସ ହେଇ
ଯାଏ ବୁଲି....
ମୁଠା ମୁଠା ଚୁରା ବାଲି ଲାଗେ ଭାରି
ଚୁଲବୁଲି (ପୁ)
ତୋରି ପାଇଁ ମୋରି ଛାଇ ହଉଥାଏ ଖିଲି
ଖିଲି
ମେଘ ମହୁଆ ଫୁଲ ଝରି ଶୀତରେ ନିଦୁଆ
ଅବସରି (ଝି)
ତୋ ପ୍ରେମର ଦିୱାଲୀ ଲାଗେ ଝିଲିମିଲି
ସପନରେ ସାରି ଦଉ
ଥାଉ ଥାଉ ଏ ଧନ ଥାଉ ଥାଉ... (ଝି)(୨)
ହଉ
ହଉ ଏ ଧନ ହଉ ହଉ... (ପୁ)(୨)

ConversionConversion EmoticonEmoticon