Alo Pageli Galu Badali |ଆଲୋ ପାଗେଳୀ ଗଲୁ ବଦଳି | Humane Sagar | Odia song Lyrics

Alo Pageli Galu Badali |ଆଲୋ ପାଗେଳୀ ଗଲୁ ବଦଳି - Humane Sagar Lyrics

Singer Humane Sagar
Album Aalo Pageli Galu Badali


ଆଲୋ ପାଗେଳୀ ଗଲୁ ବଦଳି

ମନ ଭାଙ୍ଗି ଦେଲୁ ସିନାତୁ କରିଦେଲୁ ଚୁନା

ମୁଁ ଚୁନା ଚୁନା ହେଇ ମରେ ତୁ ବୁଝି ପାରୁନା (୨)

ସ୍ୱପ୍ନ ରହିଗଲା ଅଧା ତୁ ଯେବେ କଲୁଲ ଚୁନା...(୨)

ମୁ ଅଧା ଅଧାହେଇ ଜଳେ ତୁ ଦେଖି ପାରୁନା... (୨)

କରିଲି ଆଶା କଲୁ ନିରାଶ ଭାଙ୍ଗିଲୁ ପ୍ରେମର ବର୍ଷା...

ପ୍ରେମର ବାଜି ହାରିଲି ଆଜି ହେଇଗଲି ଲୁକହସା ହେଇଗଲି ଲୁକହସା...

କାଲି ମୋ ବିନା ପାରୁନଥିଲି ମୃହୁତେ ବଞ୍ଚି ତୁହି

ଆଜି କେମିତି ଫୁଲ ସେଜରେ ଗଲୁ ଏକା ସୁଇ ଗଲୁ ଏକା ସୁଇ...

ଛାତି ଚିରି ଦେଇ ତୁ ଭାଙ୍ଗି ହୃଦୟ ସିନା... (୨)

ମୁଁ ଲୁଚି ଲୁଚି କାନ୍ଦୁଚିଲ ତୁ ଶୁଣି ପାରୁନା... (୨)

ଆଲୋ ପାଗେଳୀ ଗଲୁ ବଦଳି ଭୁଲି ପରୁଣା ଦିନ

ତୁ ସିନା ଗଲୁ ହେଲେ ଯାଉନି ତୋ ଦିଆ ସବୁ ଚିହ୍ନ ତୋ ଦିଆ ସବୁ ଚିହ୍ନ...

ହୋ...ଓ.....

ଏତେ ନିଜର କରିବି ତତେ ହେଲୁନି କାହିଁ ମୋର

ବାଛି ନେଲୁତୁ ତ ସୁଖ ସବୁ କରି ମୋତେ ସାତ ପର କରି ମୋତେ ସାତ ପର

ଧନ ଚାଲିଗଲୁ ସିନା କରି ଲକ୍ଷେ ବାହାନା... (୨)

ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣି ପାରୁନା

ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣି ପାରୁନା

ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣି ପାରୁନା(୩)


Previous
Next Post »