ଦେଖିନଥିବା ଦୁଃଖ |Dekhi na thiba dukha |Humane Sagar Lyrics
| Singer | Humane Sagar |
| Album | Mora premika habara nahi |
ଦେଖିନଥିବା ଦୁଃଖ
ଦେଖିନଥିବା ଦୁଃଖ
ଭୋଗିନଥିବା ଭାଗ୍ୟ
ସହିନଥିବା ଯନ୍ତ୍ରଣାକୁ ସହି
ଦେଖିନଥିବା ଦୁଃଖ
ଭୋଗିନଥିବା ଭାଗ୍ୟ
ସହିନଥିବା ଯନ୍ତ୍ରଣାକୁ ସହି
ଯିଏ ପ୍ରେମିକ ହଉଛ ହୁଅ ମୋର ପ୍ରେମିକ
ହବାର ନାହିଁ... (୪)
ପ୍ରେମ....ସପ୍ନ ପରି ସୁନ୍ଦରୀ
ହୃଦୟତା ମାୟାନଗରୀ...
ପ୍ରେମ...ନଇଁ ସୁଅ ଭଉଁରୀ ସହଜ
ହୁଏନା ପହଁରି
ପୀଇନଥିବା ଲୁହ ଛୁଇଁନଥିବା କୁହ
ପାଇନଥିବା ପତାରଣା ପାଇଁ....
ଯିଏ ପ୍ରେମିକ ହଉଛ ହୁଅ ମୋର ପ୍ରେମିକ
ହବାର ନାହିଁ... (୪)
ପ୍ରେମ...ଜହ୍ନ ପରି ଉଜ୍ଜ୍ଵଳ ଭିତରଟା
ଅମା ଅନ୍ଧାର
ପ୍ରେମ ମନ ପରି ସରଳ ମାପିହୁଏନା
ତା ଗଭୀର
ଚାଲିନଥିବା ବାଟ ଭେଟିନଥିବା କଷ୍ଟ
ଭେଟିନଥିବା ସୀମାରେଖା ଡେଇଁ
ଯିଏ
ପ୍ରେମିକ ହଉଛ ହୁଅ ମୋର ପ୍ରେମିକ ହବାର ନାହିଁ.... (୪)

ConversionConversion EmoticonEmoticon