ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା /Tofa Chandini re |Mu Paradesi Chadhei (New)|Humane Sagar , Aseema Panda

ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା /Tofa Chandini re - Humane Sagar , Aseema Panda Lyrics

Singer Humane Sagar , Aseema Panda
Movie Mu Paradesi Chadhei (New)
Lyrics Tapu Nayak
Music Asad Nizam


ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା
ତୋ ଦେହେ ଗେରୁଆ ରଙ୍ଗ (ପୁ) (୨)

ସହରୀ ଏହି ମନ ତୋ ଗାଁ ପବନରେ
ଶାୟରୀ ତୋଳୁଥିଲା, ତ ମିଠା ସପନରେ
ପ୍ରେମ ଆକାଶେ ହସୁଥିଲା ମେଘ .......(ପୁ)
ତୋଫା ଚାନ୍ଦିନୀର ଯେବେ ବାଜୁଥିଲା
ମୋ ପାଦେ ପାଉଁଜି ଆଗ(ଝୀ)(୨)
ରୂପେଲି ଉଠଧାରୀ ତୋ ନା ଶବଦରେ
ମହକ ଭରୁଥିଲା ତୋ ନୂଆ ଦରଦରେ
ପ୍ରେମ ଆକାଶେ ହସୁଥିଲା ମେଘ .....
ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା
ତୋ ଦେହେ ଗେରୁଆ ରଙ୍ଗ (ପୁ)
ଡରି ଡରି ଯେବେ ମୋତେ ଚାଁହୁଥିଲୁ
ଲାଜେ ଲାଜେ ଜାଳି ସରି ଯାଉଥିଲୁ (ପୁ)(୨)
ଡର ଲାଗୁଥିଲା କାଳେ କିଏ ଦେଖି
ଘରେ କହିଦବ ଏହି ରାଜସାକ୍ଷୀ(ଝୀ)
ଲୁଚିଲେ ଏହି ପ୍ରେମ ସେ କଣ ଲୁଚିପାରେ
ସହଜେ ଧରା ପଡ଼େ ଏକଥା ଦୁନିଆରେ
କିଏ ଛାଟିଲା ଦେହ ସାରା ରଙ୍ଗ (ପୁ)

ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା
ତୋ ଦେହେ ଗେରୁଆ ରଙ୍ଗ (ପୁ)
ତୋଫା ଚାନ୍ଦିନୀର ଯେବେ ବାଜୁଥିଲା
ମୋ ପାଦେ ପାଉଁଜି ଆଗ(ଝୀ)
ମନ ନେଇ ମୋର ଠକି ଦେବୁନାହିଁ
କଥା ଯେବେ ଦେଲୁ ଦେହ ମୋର ଛୁଇଁ (ଝୀ)
ହୋ ..ମନ ନେଇ ମୋର ଠକି ଦେବୁନାହିଁ
କଥା ଯେବେ ଦେଲୁ ଦେହ ମୋର ଛୁଇଁ (ଝୀ)
ମୁହଁ ସଂଜ ବେଳେ ରାଣ ଦେଇ କହେ
ନେଇ ଯିବି ଆସି ତତେ ଭଲ ପାଏ (ପୁ)
ନହୁଲି ନଈ ପରି ମୋ ମନ ବହିଯାଏ
ଚଗଲି ଫୁଲ ପରି ମୋ ଦେହ ଵାସୁଥାଏ
ଝୁରି ମାରୁଛି ନେଇଯା ଆଗ (ଝୀ)
ତୋଫା ଚାନ୍ଦିନୀର ଯେବେ ଲାଗୁଥିଲା
ତୋ ଦେହେ ଗେରୁଆ ରଙ୍ଗ (ପୁ)
ତୋଫା ଚାନ୍ଦିନୀର ଯେବେ ବାଜୁଥିଲା
ମୋ ପାଦେ ପାଉଁଜି ଆଗ(ଝୀ)

Previous
Next Post »