ସବନାମୀ ଓଠକୁ/Sabnami Otha ku| Mu Paradesi Chadhei|Swayam Padhi ,Diptirekha

ସବନାମୀ ଓଠକୁ/Sabnami Otha ku - Singer: Swayam Padhi ,Diptirekha

Singer Swayam Padhi ,Diptirekha
cast Ardhendu, Anubha
Music Asad Nizam
Lyrics Tapu Nayak

ସାଇରାନା  ପ୍ରେମକୁ ତୁ ପାଗଳ ଭଅଁର

ନା ନା ...............

ଏ ହେ ଏ ହେ ......................

ସବନାମୀ ଓଠକୁ ତୋ ଦୁଷ୍ଟ ନଜର

ଡ଼ାକିନେଇ ପାଖକୁ କାହିଁ ଯାଉଛୁ ଦୂର (ପୁ)

ଛୁଇଁଦେଲେ ସରି ଯାଉ କାହିଁ ଏ  ଡର (ପୁ)

ସାଇରାନା  ପ୍ରେମକୁ ତୁ ପାଗଳ ଭଅଁର

କିଛି ଦିନ ରହିଯା କରିନେବି ନିଜର (ଝୀ)

ମନା କଲେ ରାଗି ଯାଉ

କାହିଁ ଅଧୀର ........(ଝୀ)

ସାଇରାନା  ପ୍ରେମକୁ ତୁ ପାଗଳ ଭଅଁର

କିଛି ଦିନ ରହିଯା କରିନେବି ନିଜର (ଝୀ)

ଟିକେ ଟିକେ ତୋ ଆଖି ଇଶାରା

ଧୀରେ ଧୀରେ ତୁ ଦଉ ଧରା (ପୁ)

ନିଶା ନିଶା ତୁ ଏ ଦୁଷ୍ଟାମୀ

ଅନା ମନ ମୁଁ ମୌସମୀ

ଛୁଇଁ ଯାଆରେ(ଝୀ)

ମେଘ ହୋଇ ଭାସିଯାଉ ହୃଦୟ ମୋର

ସବନାମୀ ଓଠକୁ ତୋ ଦୁଷ୍ଟ ନଜର

ଡ଼ାକିନେଇ ପାଖକୁ କାହିଁ ଯାଉଛୁ ଦୂର (ପୁ)

ସାଇରାନା  ପ୍ରେମକୁ ତୁ ପାଗଳ ଭଅଁର

କିଛି ଦିନ ରହିଯା କରିନେବି ନିଜର (ଝୀ)

ଲାଜେ ଲାଜେ ମୁଁ ଯାଏ ଶରମି

ଡର ଲାଗେ ତୋ ପାଗଳାମି (ଝୀ)

ଚି଼ହ୍ନ| ଚି଼ହ୍ନତୋ ଏହି ବାହାନା

ଶୁଣି ନେଲି ମୁଁ ଆଜି ଜମା ବୁଝି ଜାରେ(ପୁ)

ସୀମା ଆଜି ଟପି ଯାଉ ମୁଁ ଏକା ତୋର (ପୁ)

ସବନାମୀ ଓଠକୁ ତୋ ଦୁଷ୍ଟ ନଜର

ଡ଼ାକିନେଇ ପାଖକୁ କାହିଁ ଯାଉଛୁ ଦୂର (ପୁ)

ସାଇରାନା  ପ୍ରେମକୁ ତୁ ପାଗଳ ଭଅଁର

କିଛି ଦିନ ରହିଯା କରିନେବି ନିଜର (ଝୀ)


Previous
Next Post »