ସବୁ ସହି ଯାଏ କିଛି କହେ ନାହିଁ /Sabu Sahi Jae | Queen - Human Sagar
| Singer | Human Sagar |
| Cast | Varhsa & Jayjeet |
| Music | Malaya Mishra |
| Lyricist | Arun Mantri |
ସବୁ ସହି ଯାଏ କିଛି
କହେ ନାହିଁ
ସବୁ ସହି ଯାଏ କିଛି କହେ ନାହିଁ
ସବୁ ଢାଳି ଦିଏ କିଛି ମାଗେ ନାହିଁ
ତଥାପି ତା ଲୁହ ଚାପି ଲେଖେ ଶଙ୍ଖା
ସିଂଦୁରର କାହାଣୀ
କିଏ ଦେଲା, କିଏ
ଦେଲା , କିଏ ଦେଲା,କିଏ ଦେଲା,
କିଏ ଦେଲା ତା ନାଁ କେଜାଣି
ଘରଣୀ,
ଘରଣୀ, ଘରଣୀ , ଘରଣୀ
ସେବା ସିଏ କରିଚାଲେ ସତେ କି ଦାଶୀ
ଯେମିତି ଦାଶୀ ଯେମିତି
ବୁଦ୍ଧିମତୀ ବୁଦ୍ଧି ଦିଏ ଯେମିତି
ଦିଅଇ ମନ୍ତ୍ରୀ (୨)
ଖୋଇଲେ ବେଳେ ମାଆ ହେଇଯାଏ
ଶୟନ ବେଳେ ବ୍ରହ୍ମା ସାଜେ ସିଏ
ଅସରନ୍ତି ପ୍ରେମ ତାର ନଈ ପରି ବହୁଥାଏ
, ଉଜାଣି
କିଏ ଦେଲା, କିଏ
ଦେଲା , କିଏ ଦେଲା,କିଏ ଦେଲା,
କିଏ ଦେଲା ତା ନାଁ କେଜାଣି
ଘରଣୀ,
ଘରଣୀ, ଘରଣୀ , ଘରଣୀ
ପଥରକୁ ଫୁଲ ଭାବି କାନିରେ ଆଣେ
ସାଉଣ୍ଟି ଆଣେ ସାଉଣ୍ଟି
ଅକୁହା କଥାକୁ ତାର ପାରେନା କହି
କଉଁଠି
ପଥରକୁ ଫୁଲ ଭାବି କାନିରେ ଆଣେ
ସାଉଣ୍ଟି ଆଣେ ସାଉଣ୍ଟି
ଅକୁହା କଥାକୁ ତାର ପାରେନା କହି
କଉଁଠି
ଦୁଃଖ ବେଳେ ବେଳେ ତା ଦେହ ଗହଣା
ଭାଗ୍ୟ ବେଳେବେଳେ ତା ନିଜ ଠିକଣା
ଯା ବୋଲି କହିଦେଲେ
ହସି ହସି ନେଇଯାଏ ମେଲାଣି....
କିଏ ଦେଲା, କିଏ
ଦେଲା , କିଏ ଦେଲା,କିଏ ଦେଲା,
କିଏ ଦେଲା ତା ନାଁ କେଜାଣି
ଘରଣୀ,
ଘରଣୀ, ଘରଣୀ , ଘରଣୀ ...........

ConversionConversion EmoticonEmoticon