ମୁଁ ପରଦେଶୀ ଚଢ଼େଇ /Mu Paradesi Chadhei| Mohd.Aziz
| Singer | Mohd.Aziz |
| Movie Name | Maanini |
| Music | Radhakrushna Bhanja |
| Lyrics | Nizam |
ମୁଁ ପରଦେଶୀ ଚଢ଼େଇ
ମୁଁ ପରଦେଶୀ ଚଢ଼େଇ
ଚଢ଼େଇ ଚଢ଼େଇ
ମୁଁ ପରଦେଶୀ ଚଢ଼େଇ
ଗାଇବାର ସପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା ....
ମୁଁ ପରଦେଶୀ ଚଢ଼େଇ
ଗାଇବାର ସପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା ....
ମୁଁ ପରଦେଶୀ ଚଢ଼େଇ
ଗୀତ ନୁହେଁ ମୋର ଜୁଇ ଯାଇ ହେନା
ସେ ଯେ ମୋ ମନ , ମନର
ମଇନା
ହୋ .. ଆଜି ସେ ମଇନାଟି
ଝୁରେ ପୁଣି କାହାପାଇଁ
ଜାଣେନା ଜାଣେନା ଜାଣେନା ....
ମୁଁ ପରଦେଶୀ ଚଢ଼େଇ
ମନେ ଅଛି ମୋର ଆଶା ଅସୁମାରୀ
ନୀଳ ଦରିଆରେ ନୀଳ ଢେଉ ପରି...
ଏତେ ଆଶା ମାନେ ଆଜି ସାଇତିଛି କାହାପାଇଁ
ଜାଣେନା ଜାଣେନା ଜାଣେନା ....
ମୁଁ ପରଦେଶୀ ଚଢ଼େଇ
ଗାଇବାର ସପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା ....
ମୁଁ ପରଦେଶୀ ଚଢ଼େଇ....

ConversionConversion EmoticonEmoticon