ଏ ସାଧବ ବୋହୁ ଲୋ /E- Sadhaba Bohu Lo - Singer:Udit Narayan
| Singer | Udit Narayan |
| Director | Lubun-Tubun |
| Music | Lalit Kumar |
| Lyrics | Panchanan Nayak |
ଏ
ସାଧବ ବୋହୁ ଲୋ
ଏ ସାଧବ ବୋହୁ ଲୋ
ଏ ସାଧବ ବୋହୁ ଲୋ
ତୁ ରୁସୁନା ରୁସୁନା
ରୁସୁନା ଲୋ ଆଉ [୨]
ତୁ ଋଷିଲେ ଝରିଯିବ
ଫୁଲରୁ ମହୁ ଫୁଲରୁ ମହୁ (୨)
ଫୁଲରୁ ମହୁ
ଏ ସାଧବ ବୋହୁ ଲୋ
ଲବଙ୍ଗ ଦ୍ୱୀପର ମୁଁ
ରାଜ କୁମାର
ପାଗଳ ହେଇଛି ଆଜି
ପ୍ରେମରେ ତୋର (୨)
ଶାମୁକା ଦ୍ୱୀପର
ତୁ ସାଧବ ବୋହୁ
ଓଢଣୀ ବିତରେ ଲାଜ
ସେତିକି ଥାଉ
ଏ ସାଧବ ବୋହୁ ଲୋ
ଏ ସାଧବ ବୋହୁ
ତୁ ହସନା ହସନା ହସନା
ଲୋ ଆଉ
ତୁ ହସିଲେ ଛାତି
ତଳୁ ଝରେ ମହୁ
ଝରୁଛି ମହୁ
...........
ଏ ସାଧବ ବୋହୁ ଲୋ
ଅଳପ ଲାଜେଇ ତୁ ଅଳସୀ
କନ୍ୟା
ତୋ ଲାଜରେ ଭରିଯାଏ
ପ୍ରୀତିର ବନ୍ୟା (୨)
ନିରୀହ ସରଳ ତୁ ସୁନା
ହରିଣୀ
ଦେଇଦେ ଧରାତୁ ମଥାରେ ଦେବୀ ଓଢଣୀ
ଏ ସାଧବ ବୋହୁ ଲୋ
ଏ ସାଧବ ବୋହୁ
ତୁ ଲୁଚୁନା ଲୁଚୁନା ଲୁଚୁନା ଲୋ ଆଉ
ତୁ ଲୁଚିଲେ ଏ ଆଖିରୁ
ଝରିବ ଲହୁ
ଝରିବ ଲହୁ
ଏ ସାଧବ ବୋହୁ ଲୋ....(୩)

ConversionConversion EmoticonEmoticon