ଓ ବଲମା ଓ ବଲମା |O Balma |Tarique Aziz,Aseema Panda Lyrics
| Singer | Tarique Aziz,Aseema Panda |
| Directed by | Harihar Dash |
| Music | Sumit Dikshit |
| Lyricist | Sumit Dikshit |
ଓ ବଲମା ଓ ବଲମା
ନାଇନ୍ଟି ର ସିନେମା ପରି
ଉଡେଇଲୁ ଓଢଣୀ ଗୋରୀ [୨]
ବାଜିଗଲା ମୋ ମୁହଁରେ ହେଲି ହେଲି ମୁତ ଦିୱାନା
ଓ ବଲମା ଓ ବଲମା ଓ ବଲମା ଟିକେ ଇଆଡେ ଅନା
ନା ନା ନା .........
ମନର ସିଲଟରେ ପ୍ରେମ ବୁଡ଼ା ଚକଖଡିରେ
ଲେଖିଛି ଲେଖିଛି ତୋ ନା
ଚୁମା ବିନି କରିବି ବାନା
ଓ ବଲମା ଓ ବଲମା ଓ ବଲମା ଟିକେ ଇଆଡେ ଅନା
ନା ନା ନା ...........
ଫୁଟୁ ଫୁଟୁ ତାଳ ଫଟକା ଫୁସୁ ଫୁସୁ ଫୁସୁରୀ ଗଲା
ଏ ଗୋରୀ ପ୍ରେମରେ ତୋର ଦିଲ ମୋର ଖଜରା ହେଲା
ଫୁଟୁ ଫୁଟୁ ତାଳ ଫଟକା ଫୁସୁ ଫୁସୁ ଫୁସୁରୀ ଗଲା
ଏ ଟୋକା ପ୍ରେମରେ ମୋର ଦିଲ ଟା ତୋର ଖଜରା
ହେଲା
ନାଇଟ୍ରିର ସିନେମା ପରି ଛାଟି ଦେଲୁ ବେଣୀକୁ ଗୋରୀ
ବାଜି ଗଲା ମୋ ମୁହଁରେ
ହେଲି ହେଲି ମୁଁ ତୋ ଦିୱାନା
ଓ ବଲମା ଓ ବଲମା ଓ ବଲମା
ଇଆଡେ ଅନା ନା ନା ନା .......
ଉଷୁ ତୋର ଚକ୍ଷମା ଦେଖି ଯଶ ମତ
ଚଟକୀ ଗଲା ପ୍ରେମ ଜ୍ୱର ମାଡି ଆସିଲା
ହୃଦୟ ହୃଦୟ ଦହଲି ଗଲା
ହାଏ ମୋର ଚକ୍ଷମା ଦେଖି ଯଶ ମତ
ଚଟକୀ ଗଲା ପ୍ରେମ ଜ୍ୱର ମାଡି ଆସିଲା
ହୃଦୟ ହୃଦୟ ଦହଲି ଗଲା
ନାଇଟ୍ରିର ସିନେମା ପରି ଛାଟି ଦେଲୁ ଗଜରା
ଗୋରୀ ବାଜିଗଲା ମୋ ମୁଁ ହରେ ହେଲି ହେଲି ମୁଁ ତ ଦିୱାନ
ଓ ବଲମା ଓ ବଲମା ଓ ବଲମା ଟିକେ ଇଆଡେ ଅନା
ନା ନା ନା .......


ConversionConversion EmoticonEmoticon