ତୁ ଲାଗୁଛୁ ହାଏ ଲାଇଟି / Laguchhu Tu High Light Human Sagar
ତୁ ଲାଗୁଛୁ ହାଏ ଲାଇଟି
ଏତେ ଫିକା ଲାଗେ ମୁନ୍
ଦେଖିଦେଲେ ତୋତେ ବାଜି ଯାଏ କଲର ଟୁନ୍
ମୁଁ ତୋ ପ୍ରେମରେ ପ୍ଲାଟ ସବୁ
ଜାଣି କହୁ ହାଟ ବେବି
ତୁ ମୋର କନ୍ୟ କୁମାରୀ ମୋ ତାର ସେହେ ଜା
ଦିଲ ମୋର ଲେଜା ଯା ଲେଜା ଦିଲ ମୋର ଲେଜା [୪]
କରି କରି ତୋ ଫଲ ପଡିଗଲିଣି ମୁଁ ୟେଲ
ବୁଝିବୁ କେବେ ମୋ ଇମୋସନ୍
ଶୁଣିଜା ଲୋ ଛପନ ଛୋରି ମନା କଲେ ଯିବି ମରି
ଖୋଜୁ ଥିବୁ ଲଗେଇ ଲଣ୍ଠନ୍
ତୁ ହେଇଜା ମୋର କୁଇନ୍
ମୁଁ ଅଲଲେଡ଼ି ତୋର ରାଜା ରାଜା ରାଜା
ଦିଲ ମୋର ଲେଜା ଯା ଲେଜା [୪]
ଏ ଦେଖି ଦେଖି ତୋର ନହକା ବଡି
କଲିଜା ମୋ ଯାଏ ଫାଟି
ଜାଣି ଜାଣି ତୁ ଦଉଛୁ ଟେନ୍ ସନ୍
ଶୁଣିଜାଲ ନଖରା ନବାବି
ପାଇବୁନି ମୋ ପରି ହବି
ଓଡିଶାରେ ମୁଁ ଟୋକା ନଂ1
ତୁ ଦେଦେ ପରମିଶନ ବେବି
ମୁଁ ଆଣିବି ବାଣ୍ଡ ବାଜା
ଦିଲ ମୋର ଲେଜା ଜା ନେଜା.......[୪]


ConversionConversion EmoticonEmoticon