ଧୂଆଁ ଧୂଆଁ ସଞ୍ଚ ବେଳେ / Dhuan Dhuan Sanja Bele | |Odia Song Lyrica

ଧୂଆଁ ଧୂଆଁ ସଞ୍ଚ ବେଳେ / Dhuan Dhuan Sanja Bele - Singer: Human Sagar



Singer Human Sagar
Director/Screenplay: Niranjan Behera
Story Chhabita Martha
Producer Shridhar Martha




ନାରେ ନାନା ନାରେ ନାନା ନା .........

ଧୂଆଁ ଧୂଆଁ ସଞ୍ଚ ବେଳେ ଭାବେ ମୁଁ ବସି

ସୁନାରେ ସୁନା ମୁସକିଲ ହେ ଜୀନା

କରନା ମନା ମନ ମଇନା

ଆଇ ସେଲ ମାଇଁ ଲଭ ଲଭ ଟୁ ଟୁ ଟୁ ଟୁଁୟୁ [୨]

ଧୁଆଁ ଧୁଆଁ ସଞ୍ଚ ବେଳେ ଭାବେ ମୁଁ ବସି

ଏଇ ଫିକା ଫିକା ଜହ୍ନ ମୋ ଭିଜା ଭିଜା ମନ

ମୋ ହୃଦୟ ଭାଙ୍ଗେ ଆଜି ତୁମ ଛବି ଆଙ୍କେ

ଶୁଣ ଭାସି ଭାସି ଆସେ ତୁମ ଦେହ ବାସ୍ନା

ହୁଏ ମୁଁ ବିଫୁର ତୁମକୁ ପାଇଁ ମୁଁ ପାଖେ

ଟୁନାରେ ଟୁନା ସବସେ ହସିନା

ଆରେ ତୋ ବିନା ଜିଇଁ ପାରେନା

ଆଇ ସେଲ ମାଇଁ ଲଭ ଲଭ ଟୁ ଟୁ ଟୁ ଟୁୟୁ [୨]

ଧୁଆଁ ଧୁଆଁ ସଞ୍ଚ ବେଳେ ଭାବେ ମୁଁ ବସି

ସୁନାରେ ସୁନା ମୁସିକିଲ ହେ ଜୀନା

କାରନା ମନା ମନ ମଇନା

ଆଇ ସେଲ ମାଇଁ ଲଭ୍‍ .......[୨]

ଧୁଆଁ ଧୁଆଁ ସଞ୍ଚ ବେଳେ ଭାବେ  ମୁଁ ବସି

ଧୁଆଁ ଧୁଆଁ ସଞ୍ଚ ବେଳେ ଭାବେ ମୁଁ ବସି

ଲା ଲା ଲା ........

ହେ ହେ .............


Previous
Next Post »