ମନ ତୁ ଫେରିଆ/ Mana Tu Feria |Mu Paradesi Chadhei (New)| Humane Sagar

ମନ ତୁ ଫେରିଆ/Mana Tu Feria - Humane Sagar

Singer Humane Sagar
Movie Mu Paradesi Chadhei (New)
Music Asad Nizam
Lyrics Tapu Nayak

ମନ ତୁ ଫେରିଆ

ଆଉ ସେ ବାଟରେ ପାଦ କାହିଁ ରଖି

ବାହାରିଛୁ ପୁଣି ଏତେ କଣ୍ଟା ଦେଖି

ୟେ ୟେ ..........

ଆଉ ସେ ବାଟରେ ପାଦ କାହିଁ ରଖି

ବାହାରିଛୁ ପୁଣି ଏତେ କଣ୍ଟା ଦେଖି

ଯାଆନା ଯାଆନା

କଥା ମୋ ଶୁଣିଯା

ମନ ତୁ ଫେରିଆ, ଫେରିଆଫେରିଆରେ

ବୁଡ଼ିଯିବୁ ଲୁହରେ ଦରିଆରେ ଫେରିଆରେ

ତତେ ନଦେଖିଲେ ମତେ କାହିଁ ଲାଗେ

ଖାଲି ଖାଲି ସବୁ

ତ ବିନା ମୋ ଜୀବନ ଅଧୁରା

ତତେ ଦେଖିଦେଲେ ମତେ କାହିଁ ଲାଗେ

ମିଠା ମିଠା ସବୁ ତୁ ଏକ ମୋର ସାହାରା

କେତେ ଥର ଆଉ ଝୁରିବୁ ତୁ କହ

କେତେ ଥର ଆଉ କାନ୍ଦିବୁ ତୁ କହ

ଯାଆନା ଯାଆନା

କଥା ମୋ ଶୁଣିଯା

ମନ ତୁ ଫେରିଆ, ଫେରିଆଫେରିଆରେ

ବୁଡ଼ିଯିବୁ ଲୁହରେ ଦରିଆରେ ଫେରିଆରେ

ମନ ତୁ ଫେରିଆ, ଫେରିଆଫେରିଆରେ

ବୁଡ଼ିଯିବୁ ଲୁହରେ ଦରିଆରେ ଫେରିଆରେ

ଯେତେ ମୁଁ ଡାକିଲି ଯେତେ ମୁଁ ରୋକିଲି

ଶୁଣିଲୁନି କିଛି ତୋଳିଲୁ କୁହୁଡିର ଘର

ସେ କୁହୁଡିର ଘର ଭାଙ୍ଗି ଗଲା ପରେ

ଜାଣିଗଲୁ ଆଜି ନାହିଁ କେହି ତୋର ନିଜର

ପାଗଳ ପତଂଗ କତେଥର ଆଉ

ଡେଇଁବ ନିଆଁକୁ ଜିଇଁ  ଥାଉ ଥାଉ

ଯାଆନା ଯାଆନା

କଥା ମୋ ଶୁଣିଯା

ମନ ତୁ ଫେରିଆ, ଫେରିଆଫେରିଆରେ

ବୁଡ଼ିଯିବୁ ଲୁହରେ ଦରିଆରେ ଫେରିଆରେ

Previous
Next Post »