ଦିଲ୍ ତଡପ୍,ତଡପ୍/Dil Tadap Tadap - Shaan, Aseema Panda Lyrics
| Singer | Shaan, Aseema Panda |
| Movie | Mu Paradesi Chadhei |
| Music | Asad Nizam |
| Lyrics | Tapu Nayak |
ଦିଲ୍ ତଡପ୍
ଥିଲି ଯେବେ ଏକା ହେଲୁନାହିଁ ଦେଖା
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ପୁ)
ଚାହିଁ ଦେଲୁ କାହିଁ ପ୍ରେମ ଗଲା
ହେଇ
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ଝୀ)
ତୁ ଆସିଲୁ ମନ ନେଇଗଲୁ
ମୋ ହୃଦୟେ ଘର ତୋଳି ଦେଲୁ (ପୁ)
ମାରି ଗଲି ମୁଁ ମାରିଦେଲୁ ତୁ ପ୍ରେମରେ
ଭିଜେଇ(ପୁ)
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ଝୀ)
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ପୁ)
ଜୀବନରେ ଏତେ ଖୁସି କବେ ପାଇଁ ନାହିଁ
ମନ ଭରି କାହା ଛବି କବେ ମୁଁ ଆଙ୍କି
ନାହିଁ (ପୁ)
ହୋ ... ଅଥୟ ମୋ ଦୁଇ ଆଖି ଢଳ ଢଳ
ସତେ
ମୋଟୀ ପରି ଲୁହ ଧାର ଖୁସିରେ ବହେ
ଏତେ (ଝୀ)
ତୁ କାକରେ ଝର ମୋଟୀ ଟିଏ
ମୋ ପୁନେଇ ଜହ୍ନ ରାତିଟିଏ (ପୁ)
ଲେଖି ଥିଲୁ ତୁ ପଢି ନେଲି ମୁଁ
ଲୁଚେଇ ଲୁଚେଇ (ପୁ)
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ଝୀ)
ଦିଲ୍ ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ପୁ)
କାଗଜରେ ହୁଏ ଲେଙ୍କା କିଛି ଦିନ
ପାଇଁ
ଓଠ ତଳେ ଲେଖିଦେଲୁ ଜମାରୁ ଲିଭୁ
ନାହିଁ (ଝୀ)
ଆକାଶରେ ମେଘ ହୋଇ ଭାଷିଯା ଧୀରେ
ମନ ହେଲେ ବରଶିବୁ ଓଦା ହେବି ମୁଁ
ଥରେ(ପୁ)
ତୋ କୋଳରେ ମଠ ରଖିଦେଲି
ତୋ ଛୁଆଁରେ ନିଦେ ଶୋଇଗଲି
ଜଳି ଗଲି ମୁଁ ଜାଳି ଦେଲୁତୁ
ଗଲି ଯେ ଲାଜେଇ
ଦିଲ୍
ତଡପ୍,ତଡପ୍,ତଡପ୍,ତଡପ୍
ହୁଏ ତୋ ପାଇଁ (ପୁ)(୨)

ConversionConversion EmoticonEmoticon