ଗୋରୀ ତୁ ଲାଗୁଛୁ ଲୋ ଲାଗୁଛୁ ଲୋ ପୁରା କସ / Gori tu laguchhu lo Pura kasa | Humane Sagar

ଗୋରୀ ତୁ ଲାଗୁଛୁ ଲୋ ଲାଗୁଛୁ ଲୋ ପୁରା କସ/Gori tu laguchhu lo Pura kasa - Humane Sagar Lyrics

Singer Humane Sagar
Director Lubun-Tubun
Music Latit Kumar
Lyrics Bapu Goswami

ଗୋରୀ ତୁ ଲାଗୁଛୁ ଲୋ ଲାଗୁଛୁ ଲୋ ପୁରା କସ

ଗୋଲାବି କୁର୍ତା ପରି ତୁ ଲାଗୁଛୁ ଟେଷ୍ଟି ଟେଷ୍ଟି

ଓଠ ତୋର ମହୁ ଝରା ଲାଗୁଛି ମିଷ୍ଟି ମିଷ୍ଟି

ଚାହାଣି ତୋରପୂରା ଚାଙ୍ଗା

ଚେହେରା ତୋର ପୂରା ନାଙ୍ଗା

ଯଗିବୁ ବୋଲି ରଖିଛୁ ତୁ ନେଉଳ ଫାସ

ଗୋରୀ ତୁ ଲାଗୁଛୁ ଲୋ ଲାଗୁଛୁ ଲୋ ପୁରା କସ [୫]

ଟିକେ ଦେଲୋ ଧରା ଲୋ ଉଡନ୍ତା ପାରା

ଦେଖଉଛୁ କାଇଁ ଏତେ ନଖରା [୨]

ନାଲି ଗୋଲୁ ଗୋଲୁ ଦୁଇ ଗାଲ ତୋର

ଦେଖି ଦେଲେ ହସ ବାହାରେ ମୋର

ହେୟାର ତୋର ରେସ୍ ମି  ରେସ୍ ମି

ଦେ ଦେ ଗୋଟେ କିସ୍ ମି  କିସ୍ ମି

ଘାଇଲା ରେ ମୋତେ ତୋ ଜଵାନୀ ବୟସ

ଗୋରୀ ତୁ ଲାଗୁଛୁ ଲୋ.........[୪]

ଚିପା ଡ୍ରେସ୍ ପିନ୍ଦି ଲାଗୁଛୁ ହଟକି ହଟକି

ଚାଲି ଗଲେ ବାଟେ ଲାଗୁ ନଟଙ୍ଗି[୨]

ରୂପ ତୋର ଲାଗେ ନୂଆ ଉଛୁଳା ନଈ

ଛୁଇଁ ଦବ ଯିଏ ଭାଙ୍ଗି ବ ଘାଇ

ଷ୍ଟାଇଲ୍ ତୋର ପୂରା କାଚ ସ୍ମାଇଲ୍ ତୋର ପୂରା କାଚ

ଦିନରେ ଯିଏ ଦେଖିବ ଲୋ ରାତିରେ ବେହୁସ୍

ଗୋରୀ ତୁ ଲାଗୁଛୁ ଲୋ ଲାଗୁଛୁ ଲୋ ପୂରା କସ [୪]


Previous
Next Post »