ଫୁଲର ଶହରେ ଘରଟେ /Phula Ra Sahare ।ALBUM- Bana Harini - Udit Narayan Lyrics
| Singer | Udit Narayan |
| Music Released by | Sidharth Music |
| Music | Abhijit Majumdar |
| Lyrics | Dr.Nirmal Nayak |
ଫୁଲର ଶହରେ ଘରଟେ
ତୋଳିଛି
ଫୁଲର ଶହରେ ଘରଟେ ତୋଳିଛି [୨]
ତୁ ଆସିବୁ ବୋଲି ପ୍ରିୟା….
ତୁ ଆସିବୁ ବୋଲି [୨]
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
[୨]
ତୁ ବସିବୁ ବୋଲି ପ୍ରୀୟା….
ତୁ ବସିବୁ ବୋଲି
ଚାନ୍ଦକୁ କହିଛି ଚାନ୍ଦିନୀ ଦବ…
ତାରାକୁ କହିଛି ଗହଣା ଦବ
ତୋ ବାଟକୁ ଚାହିଁଛି ଆଖିରୁ ନିଦ
ଭୁଲି
ତୁ ଆସିବୁ ବୋଲି ପ୍ରିୟା….
ତୁ ଆସିବୁ ବୋଲି [୨]
ଆ ଆ ............
ସପନର ନଈ କୂଳେ ବସିଛି ମୁଁ ତତେ
ଚାହିଁ
ତୁ ଆସିଲେ…
ତ କାନରେ… ମନ କଥା ଦେବୀ ମୁଁ କହି
ମେଘକୁ କହିଛି..
ବରଷା ଦବ
ଫଗୁଣ ତ ଦେହେ…
ରଙ୍ଗ ଢାଳିବ
ମୁଁ ସଜେଇ ରହିଛି ଗୋଲାପ ହେନା
ମଲି
ତୁ ଆସିବୁ ବୋଲି ପ୍ରିୟା..
ତୁ ଆସିବୁ ବୋଲି
ଆ ଆ ............
ଯେଉଁ ଦିନ ତୁ ଆସିବୁ ପାଦରେ ଅଳତା
ନାଇ
ମୋ ଜୀବନେ ଭରିଯିବ ଅସରନ୍ତି ସୁଖର
ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇଦବ
ମୁଁ ଚାହିଁଲେ ତୋ ପାଇଁ ମନ ଦର୍ଜା
ଖୁଲୀ
ତୁ ଆସିବୁ ବୋଲି... ପ୍ରିୟା ତୁ
ଆସିବୁ ବୋଲି
ଫୁଲର ଶହରେ ଘରଟେ ତୋଳିଛି
ତୁ ଆସିବୁ ବୋଲି.... ପ୍ରିୟା ତୁ
ଆସିବୁ ବୋଲି
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
[୨]
ତୁ ବସିବୁ ବୋଲି.. ପ୍ରୀୟା ତୁ
ବସିବୁ ବୋଲି
ଚାନ୍ଦକୁ କହିଛି ଚାନ୍ଦିନୀ ଦବ
ତାରାକୁ କହିଛି ଗହଣା ଦବ
ତୋ ବାଟକୁ ଚାହିଁଛି ଆଖିରୁ ନିଦ
ଭୁଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ
ବୋଲି[୨]

ConversionConversion EmoticonEmoticon