ଆଜି ତର ବାହାଘର ପ୍ରିୟା | Aji tor Bahaghara | Shakti Mishra |Odia Song Lyrics

ତୋ ପାଦରେ ଅଳତା | To Padare Alata | - Shakti Mishra Lyrics

Singer Shakti Mishra
Artists Boby Mishra & Susmita
Music Premanand
Lyrics Arun Mantri


ଆଜି ତର ବାହାଘର ପ୍ରିୟା ତତେ

ତ ପାଦରେ ଅଳତା ମଥାରେ ଓଢଣୀ

ମୁହଁ ସାରା ଟିପି ଚନ୍ଦନ

ଆଜି ତର ବାହାଘର ପ୍ରିୟା ତତେ.......ଅଭିନନ୍ଦନ [୨]

ତ ଦେହରେ ହଳଦୀ ଆଖିରେ କଜଳ

ଦେଖୁଚୁ ତୁ  ନୂଆ ସପନ

ଆଜି ତର ବାହାଘର ପ୍ରିୟା ତତେ...... ଅଭିନନ୍ଦନ[୨]

ଆଖି ମୋର ଛଳ ଛଳ ତଥାପି ହସୁଛି ମୁଁ...ତଥାପି ହସୁଛି

ଦେଇନୁ ତୁ ନିମନ୍ତ୍ରଣ ତଥାପି ଆସିଛି ମୁଁ...ତଥାପି ଆସିଛି

ତ ଦାଣ୍ଡରେ ରୋଷଣୀ ବେଦିରେ କଳସ

ନୂଆ ସାଥି ନୂଆ ବନ୍ଦନ...

ଆଜି ତର ବାହାଘର ପ୍ରିୟା ତତେ.......ଅଭିନନ୍ଦନ[୨]

ଦେଖି ଦେଈ ଫେରିଯିବି   ବଧୂ ବେଶ ତୋର.. ବଧୂ ବେଶ ତୋର

ପରିଚୟ ଦେଇଯିବି ବନ୍ଧୁ ବୋଲି ତୋର ମୁଁ .,... ବନ୍ଧୁ ବୋଲି ତୋର

ତ ହାତରେ ଆଞ୍ଜୁଳି ମୁଣ୍ଡରେ ମୁକୁଟ

ପାଇଲୁ ତୁ ନୂଆ ଜୀବନ

ଆଜି ତର ବାହାଘର ପ୍ରିୟା ତତେ.......ଅଭିନନ୍ଦନ[୨]

ତ ପାଦରେ ଅଳତା ମଥାରେ ଓଢଣୀ

ମୁହଁ ସାରା ଟିପି ଚନ୍ଦନ

ଆଜି ତର ବାହାଘର ପ୍ରିୟା ତତେ.......ଅଭିନନ୍ଦନ[୨]

ତ ଦେହରେ ହଳଦୀ ଆଖିରେ କଜଳ

ଦେଖୁଚି ମୁଁ ନୂଆ ସପନ

ଆଜି ତର ବାହାଘର ପ୍ରିୟା ତତେ...... ଅଭିନନ୍ଦନ[୩]


Previous
Next Post »