ଦେଇଥିଲି ସାଥି ତତେ ହୃଦୟ ମୋର/Deithili Sathi Tate Hrudaya Mora - Aseema Panda Lyrics
| Singer | Aseema Panda |
| Casting | Casting: Rudra, Madhu & Others |
| Music | Shubhransu Nayak |
| Lyrics | Lyrics : Sunil Maharana |
ଏଡେ ସ୍ୱାଥପର କହ
କେମିତି ହେଲୁ
ହା ହା .............
ଦେଇଥିଲି ସାଥି ତତେ ହୃଦୟ ମୋର
ମନ୍ଦିରଟେ ଭାବିଥିଲି ମନକୁ ତୋର
ଏଡେ ସ୍ୱାଥପର କହ କେମିତି ହେଲୁ
ଭୁଲିଗଲୁ ପଛଦିନ କଥା ଆମର
ଦେଇଥିଲି ସାଥି ତତେ ହୃଦୟ ମୋର
ମନ୍ଦିରଟେ ଭାବିଥିଲି ମନକୁ ତୋର
ଏଡେ ସ୍ୱାଥପର କହ କେମିତି ହେଲୁ
ଭୁଲିଗଲୁ ପଛଦିନ କଥା ଆମର
ତୋ ମନରୁ ମୋତେ.... କରିଲୁ ଦୂର
କେମିତି ତୁ ହେଇଗଲୁ ଆଉ କାହାର
ମୋ ମନ ତୋ ପାଇଁ... ଥିଲା ଖେଳନା
ଖେଳିଦେଇ ଚାଲିଗଲୁ ଜୀବନେ ମୋର
ତୋ ମନରୁ ମୋତେ.... କରିଲୁ ଦୂର
କେମିତି ତୁ ହେଇଗଲୁ ଆଉ କାହାର
ମୋ ମନ ତୋ ପାଇଁ... ଥିଲା ଖେଳନା
ଖେଳିଦେଇ ଚାଲିଗଲୁ ଜୀବନେ ମୋର
ତୁ ସିନା ଭୁଲି ଗଲୁ ପାରୁନି ମୁଁ
ଭୁଲି
ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି
ତୁ ଜାଳିଦେଲୁ ରେ... ସପନ ମୋର
ଏମିତି ତୁ ବଦଳିବୁ ଜାଣି ମୁଁ ନଥିଲି
ତୁ ସିନା ଭୁଲି ଗଲୁ ପାରୁନି ମୁଁ
ଭୁଲି
ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି
ତୁ ଜାଳିଦେଲୁ ରେ ସପନ ମୋର
ଏମିତି ତୁ ବଦଳିବୁ ଜାଣି ମୁଁ ନଥିଲି
ମୁଁ ଭାବିଥିଲି ତୋତେ ନିଜର
ଭାଙ୍ଗିଦେଇ ଚାଲିଗଲୁ ଭରଷା ମୋର
ତୁ ବୁଝିଲୁ ନାହିଁ... ମୋ କଥା
ଥରେ
କେମିତି ତୁ ହେଇଗଲୁ ଏତେ ନିଷ୍ଠୁର
ହୋ .........
ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ପୃଥିବୀ
ତୋତେ ଛାଡ଼ି କହ ସାଥି କେମିତି
ବଞ୍ଚିବି
ତୁ ଛଡେଇ ନେଲୁ.. ଖୁସିକୁ ମୋର
ଏତେ ଦୁଃଖ ଦେଇଗଲୁ କେମିତି ହସିବି
ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ପୃଥିବୀ
ତୋତେ ଛାଡ଼ି କହ ସାଥି କେମିତି
ବଞ୍ଚିବି
ତୁ ଛଡେଇ ନେଲୁ.... ଖୁସିକୁ ମୋର
ଏତେ ଦୁଃଖ ଦେଇଗଲୁ କେମିତି ହସିବି
ତୋ ଭଲ ପାଇବା ....ଥିଲା ବାହାନା
ସାଥି ହେଇ ମନ ମୋର କରିଲୁ ଚୂନା
ମୋ ହୃଦୟେ ତୋତେ....ରଖିଥିଲି
ଏମିତି ତୁ ଜାଳିଲୁ ମୋତେ ସହି ହୁଏନା
ମୋ ହୃଦୟ ମୋତେ....ରଖିଥିଲି ମୁଁ
ଏମିତି
ଜାଳିଲୁ ମୋତେ ସହି ହୁଏନା

ConversionConversion EmoticonEmoticon