ସେ ତାର ନା କହିନୀ | se ta naa kahini| Anuradha Paudwal · Mohammad Musir · Nizam Lyrics
| Singer | Anuradha Paudwal, Mohammad Musir,Nizam |
| Movie | Sahari Bagha |
ସେ ତାର ନା କହିନୀ
ସେ ତାର ନା କହିନୀ
ତାକୁ ତ ମୁଁ ଜାଣିନି (୨)
ଉଡି ଉଡି କା ପାଖକୁ ତାର ଯାଆନ୍ତି
ହେଲେ
ପର ବିନା ମୁଁ ପାରୁନି (୨)
ସେତାର ନା କହିନୀ....
ପ୍ରଥମ ଦେଖାରେ ସେ ପହିଲି ଥର
ମନେ ରଖି ଦେଲା ଛବି ନିଜର
ସାଇତି ରଖିଛି ମୁଁ ସେଉ ପାହାଡ଼
ଗୋଳବି ହାବୁଲ ଫୁଲ ବି ତାର
ସତ କହୁଛି ଆଖି ଛୁଇଁଚି ରାଣ ଖାଉଛି....
ମିଛ ରାଣ ମୁଁ ଖାଉନି (୨)
ସେ ତାର ନା କହିନୀ...
ରାତି ଗଲେ ଯେମିତି ସକାଳ ହୁଏ
ସବୁ ଦିନ ନୁଆଁ ସୁରୁଜ ଉଁଏ
ଏଇ ସରଗରେ ମୁଁ ଜିଇଁଛି ଖାଲି
ଆଜି ନହେଲେ ବି ଆସିବ କାଲି
କବାଟ ନାହିଁ ବସିଚି ମୁହିଁ ଆସିବ
ବୁଲି...
ହେଲେ କେବେ ସେ ଆସୁନି (୨)
ସେ ତାର ନା କହିନୀ...
ଆ.......
ଜାଣେନା ମୁଁ ଏ ଯେମିତି ହୁଏ
ଆଖିରୁ ନିଦ
ଝଡ଼ ଥିଲା କହି ମୁଁ ବସା ବାନ୍ଧିଲା
ଭଉଁରୀ ନେଲା ଭସାଇ ଦେଲି
ଥର କୁ ଥର ଭାବୁଚି ଯେତେ ଯିବି
ମୁଁ ଭୁଲି
ହେଲେ ତାକୁ ମୁଁ ଭୁଲି ପାରୁନି
(୨)
ସେ ତାର ନା କହିନୀ...
ତାକୁ ତୁ ମୋ ଜାଣିନି
ଉଡି ଉଡି କା ପାଖକୁ ତାର ଜାତି
ଏଡେ଼
ପର ବିନା ମୁଁ ପାରୁନି..(୨)
ସେ
ତାର ନା କହିନୀ.......

ConversionConversion EmoticonEmoticon