ତୁମକୁ ମୁଁ କଥା ଟିଏ କହିବାକୁ ଆସିଛି |Tumaku Katha Tie Kahibaku - Kumar Sanu, Kavita Krishnamurthy Lyrics
| Singer | Kumar Sanu, Kavita Krishnamurthy |
| Movie | Bhishma Pratigya |
| Cast | Uttam Mohanty |
ତୁମକୁ ମୁଁ କଥା
ଟିଏ
ତୁମକୁ ମୁଁ କଥା ଟିଏ କହିବାକୁ
ଆସିଛି (୨ ) (ପୁ )
କହି କହି କହିବ ତୁମେ ଭଲ ପାଉଛି
ମୁଁ ଜାଣିଚି.... ତୁମ କଥା ଜାଣିଚି
.....(୨) (ଝୀ)
ତୁମକୁ ମୁଁ କଥା ଟିଏ କହିବାକୁ
ଆସିଛି (ପୁ )
ଭଲ ହେଲା ତୁମେ ମୋର ମନ କଥା ଜାଣିଲ
ଜାଣି ବାକୁ ହେଲେ ତୁମେ ଟିକେ ଡେରି
କରିଲ (୨)(ପୁ )
ପ୍ରେମରେତ ସବୁ କଥା ଟିକେ ଡେରି
ଡେରିରେ
ଡେରି ହଉ ତୁଳି ନିଅ ମୋତେ ତୁମ
ବାହୁରେ (ଝୀ)
ତୁମକୁ ମୁଁ କିଛି ମାଗିବାକୁ ଆସିଛି (୨)(ପୁ )
ନମାଗି ବି ମୋ ଜେ ଦେଇ ପାରିଛି
ମୁଁ ପାଇଚି ଭାରି ଭଲ ପାଇଚି (୨)(ଝୀ)
ଏତେ ଝିଅ ଚାହୁଁ ଛନ୍ତି ତୁମକୁ
ବା କାହିଁକି
ସତ କୁହ କାହା ସାଥେ ଆଉ କିଛି ଅଛି
କି
ଏତେ ଝିଅ ଚାହୁଁ ଛନ୍ତି ବା କାହିଁକି
ସତ କୁହ କାହା ସାଥେ ଆଉ କିଛି ଅଛି
କି (ଝୀ)
ଅଛି ଅଛି ଗୋଟେ ଝିଅ ଆଖିରେ ମୋ
ପ୍ରେମତ
ଦୁନିଆ ବି ଦେଖି ନଉ ସେଇ ଝିଅ ତୁମେତ(ପୁ
)
ଆଉ କିଏ କହି ଥିଲେ ସତ କଥା କହୁଛି
(୨)
ଜାହା ସବୁ ହେଇ ଥାନ୍ତା ବୁଝି ପାରୁଛି (ଝୀ)
ମୁଁ
ବୁଝିଛି ଝିଅ ମନ (୨)(ପୁ )

ConversionConversion EmoticonEmoticon