ଚାନ୍ଦର ଚାନ୍ଦିନୀ ପରି | Chanda ra chandini pari - Abhijeet,Sadhana sargam Lyrics
| Singer | Abhijeet,Sadhana sargam |
| Director | Rabi Kinagi |
| Movie | Stree Odia (1998) |
| Star Cast | Mihir Das,Archana Joglekar |
ଚାନ୍ଦର ଚାନ୍ଦିନୀ ପରି
ଚାନ୍ଦର ଚାନ୍ଦିନୀ ପରି [ଝି]
ଆଇ ଲଭ୍ ୟୁ [ପୁ]
ରାଗର ରାଗିଣୀ ପରି [ଝି]
ଆଇ ଲଭ୍ ୟୁ [ପୁ]
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ[୨] [ଝି]
ଆଇ ଲଭ୍ ୟୁ ଆଇ ଲଭ୍ ୟୁ
ଆଇ ଲଭ୍ ୟୁ.......
ଫୁଲର ଫଗୁଣ ପରି
ଆଇ ଲଭ୍ ୟୁ
ମେଘର ଶ୍ରାବଣ ପରି [ପୁ]
ଆଇ ଲଭ୍ ୟୁ [ଝି]
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ [୨] [ଝି]
ଆଇ ଲଭ୍ ୟୁ ଆଇ ଲଭ୍ ୟୁ
ଆଇ ଲଭ୍ ୟୁ......[
ଭଲ ପାଇବାର ନଇଁ ହୋଇ
ଚାରି ପାଖେ ତୁମ ଜିବି ବହି
ସେ ନଈ ସୁଅରେ ଭାସି ଭାସି
ଦିନ କଟି ଯିବ ହସି ହସି
ତୁମେ ମୋର ସପନ ତୁମେ ମୋର ଜୀବନ
ତୁମକୁ ପିନ୍ଦିଛି ସିନ୍ଦୁର ପରି
ଚାନ୍ଦର ଚାନ୍ଦିନୀ ପରି
ଆଇ ଲଭ୍ ୟୁ [ପୁ]
ରାଗର ରାଗିଣୀ ପରି [ଝି]
ଆଇ ଲଭ୍ ୟୁ [ପୁ]
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ
ଆଇ ଲଭ୍ ୟୁ ଆଇ ଲଭ୍ ୟୁ
ଆଇ ଲଭ୍ ୟୁ.......
ଲା ଲା ଲା .............
ତୁମରି ଆଖି କୁ ଚାହିଁ ଚାହିଁ
ନୀତି ମୁଁ ମୁହଁ ଦେଖୁ ଥିବି ମୁହିଁ
[ପୁ]
ତୁମରି ପାଇଁ ତ ଦିନେ ମୋତେ
ବିଧାଁତା ଗଢିଛି ନିଜ ହାତେ[ଝି]
ସାଥି ଆମେ ସୁଖର ସାଥି ଆମେ ଦୁଃଖର
ସାଥି
ଆମରି ପ୍ରେମତ ଯିବନି ସରି
ଚାନ୍ଦର ଚାନ୍ଦିନୀ ପରି [ଝି]
ଆଇ ଲଭ୍ ୟୁ [ପୁ]
ରାଗର ରାଗିଣୀ ପରି [ଝି]
ଆଇ ଲଭ୍ ୟୁ [ପୁ]
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ[୨]
ଆଇ ଲଭ୍ ୟୁ ଆଇ ଲଭ୍ ୟୁ
ଆଇ ଲଭ୍ ୟୁ.....
ଚାନ୍ଦର ଚାନ୍ଦିନୀ ପରି
ଆଇ ଲଭ୍ ୟୁ
ରାଗର ରାଗିଣୀ ପରି
ଆଇ ଲଭ୍ ୟୁ
ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ[୨]
ଆଇ ଲଭ୍ ୟୁ ଆଇ ଲଭ୍ ୟୁ
ଆଇ ଲଭ୍ ୟୁ.....[୨]

ConversionConversion EmoticonEmoticon