ସହର ରେ ଲାଗିଯିବ ନିଆଁ |Sahararey Lagejiba - Akshaya Mohanty, Anuradha Lyrics
| Singer | Akshaya Mohanty, Anuradha |
| Film | Danda Balunga |
| Music | Akshaya Mohanty |
| Lyricist | Akshaya Mohanty |
ସହର ରେ
ଲାଗିଯିବ ନିଆଁ
ରେ
ସହର ରେ ଲାଗିଯିବ ନିଆଁ... (୨)(ପୁ)
ତୁ ଏମିତି ଖରାବେଳେ... (୨)
ନଯା ନଯା ନଯା ନଯା ଏକୁଟିଆ
ମୋ ମନ ଯେଣେ ଯାଏ ମୁଁ ତେଣେ...(୨)
(ଝି)
ପଚାରିବ କେହି ମୋତେ କିଆଁ
ସହରରେ ଲାଗିଯିବ ନିଆଁ (ପୁ)
ଚିହ୍ନା ଚିହ୍ନା….. ଲାଗୁ ହେଲେ…. (ପୁ)
ଚିହ୍ନି ନି ମୁଁ ତୋତେ....(ଝି)
ଖୁସି ହେବି….. ବୁଲିଥାରେ (ପୁ)
ଚାହିଁ ଦେଲେ ତୋତେ….. (ଝି)
ରୁପସିରେ ଭରା ଏଇ….
ସୁନ୍ଦର ସହର ….
ତଥାପିତ ଜଣେଲାଗେ ନିହାତି ନିଜର...(ପୁ)
ଯିଏ ଯାହାର ସିଏ ତାହାର...(୨)(ଝି)
ପ୍ରିୟା ଥିଲି ତାର ଥାଏ ପ୍ରିୟା
ସହରରେ ଲାଗିଯିବ ନିଆଁ(ପୁ)
ଏକା ଏକା……
ଥିଲି ମୁହିଁ (ଝି)
ମୁହିଁ ହେଲି ସାଥି……
(ପୁ)
ସାଥି ପାଇଁ….. ଅଜାଣତେ (ଝି)
ବଢି ଗଲା ପ୍ରୀତି...(ପୁ)
ଏତେ ବଡ ସହରରେ…
ଜଣେ ଏକା ଥିଲା.....(ଝି)
ଜୀବନର ପଥେ ସେହି….
ଆପଣାର ହେଲା
ସୁଖରେ ହସୁ ଦୁଃଖରେ କାନ୍ଦୁ (ପୁ)(୨)
ଏଇ ଆମ ମନ ଦିଆ ନିଆ….
ସହରରେ ଲାଗିଯିବ ନିଆଁ…..(୨)(ଝି)
ତୁ ଏମିତି ପଛେ ପଛେ.....(୨)
ନଆ ନଆ ନଆ ନଆ ଏକୋଟିଆ
ମୋ ମନ ଯେଣେ ଯାଏ ମୁଁ ତେଣେ (୨)(ପୁ
)
କେହି ମୋତେ ପଚାରିବ କିଆଁ(୨)

ConversionConversion EmoticonEmoticon