ସୀତା ଲୋ ଆଜି ଜଳୁଛି ଜାହାର ଚିତା ଲୋ |Sita Lo Aji Jaluchi - T. Shourie Lyrics
| Singer | T. Shourie |
| Movie | Udandi Sita |
| Music | Swarup Naik |
| Artists | Uttam Mohanty & Aparajita Mohanty |
ସୀତା ଲୋ
ସୀତା ଲୋ......ଆଜି ଜଲୋଛି ଜାହାର
ଜୀତା ଲୋ [୨]
ଏଇ ଚିତା ଥିଲା କାଲି ତ ପାଦ ଅଳତା
ଏ ଅଳତା ପାଇଁ ନୀତି ଜାଳୁଥିଲୋ
ସଳିତା
ଜଳେ ଲୋ ଜଳି ପାଉଁଶ ହୁଏ ସେ ସଳିତା
ଲୋ.....
ସୀତା ଲୋ......ଆଜି ଜଲୋଛି ଜାହାର
ଜୀତା ଲୋ......
ହୋ..........ହିଂସାର ସିନ୍ଦୁର
ତୋର ହେଲା ଆଜି ଅଙ୍ଗାର
ହୋ..........ଜିଇଁ ବାକୁ ହେବ
ତତେ ପିଇ ପିଇ....ଜହର
ହୋ..........ବାହୁନି ବାହୁନି
କାନ୍ଦେ.....ହାଏ
ବାହୁନି ବାହୁନି କାନ୍ଦେ ତ କୋଳେ
ମମତା ଲୋ.....
ସୀତା ଲୋ......ଆଜି ଜଲୋଛି ଜାହାର
ଜୀତା ଲୋ.... [୨]
ଓ......ଆଉ କି କରିବ ଥଟା ତତେ
କହି ଉଦଣ୍ଡି
ହୋ.....ବାଟ ଭାଙ୍ଗି ଚାଲି ଗଲା
ଅଧା ବାଟେ ସେ ଭଣ୍ଡି
ହୋ........ମନ୍ଦିର ପଡିଚି ଖାଲି......ହାଏ
ମନ୍ଦିର ପଡିଚି ଖାଲି ନାହିଁ ତତେ
ପତା ଲୋ
ସୀତା
ଲୋ......ଆଜି ଜଲୋଛି ଜାହାର ଜୀତା ଲୋ [୨]

ConversionConversion EmoticonEmoticon