ତୁମେ ହିଁ ସ୍ୱର୍ଗ ମୋର | Tume Hi Swarga Mora | Anuradha Paudwal | Sankha Sindoora

ତୁମେ ହିଁ ସ୍ୱର୍ଗ ମୋର | Tume Hi Swarga Mora - Anuradha Paudwal Lyrics

Singer Anuradha Paudwal
Movie Sankha Sindoora
Music Akshaya Mohanty

ତୁମେ ହିଁ ସ୍ୱର୍ଗ ମୋର

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର .....

ତୁମରି ପାଇଁ ଯାଉ ଗୋ ବିତି

ଏଇ ଜନମ ମୋର .....

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର .....

ତୁମେ ମୋର ଆଖି ନୁହଁ ଏ ଆଖିର ଜ୍ୟୋତି

ଜନମ ଜନମଲାଗି ତୁମେ ହିଁ ତ ସାଥି

ଏ ଜୀବନ  ସ୍ଵରେ ମୋର ତୁମେ ମଧୁ ଗୀତି...

ତୁମରି ସେ ପାଦତଳେ ମୋହର ମୋକତି....

ଏ ଦେହ ମୋର କଣ୍ଡେଇ ମାଟିର

ତୁମେହିଁ ପ୍ରାଣ ତାରା......

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର .....

ତୁମ ସୁଖେ ସୁଖୀ ହୁଇଁ

ମୁଇଁ ହସୁଥିବି

ତମ ଦୁଃଖେ ଦୁଃଖୀ ହୁଇ

ଲୁହ ଝରାଇବି

 

ଏ ଜୀବନ ପାଦ ଦେବୀ ତୁମରି କୂଳରେ

ଜିଇଁ ଥିବା ଯାଏ ନାଏ ସିନ୍ଦୁର ମଥାରେ

ତୁମେ ହିତ କାୟା... ମୁଁ ତୁମ ଛାୟା

ଏଇ ଆମ ସୁନା ସଂସାର ....

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର .....

ତୁମରି ପାଇଁ ଯାଉ ଗୋ ବିତି

ଏଇ ଜନମ ମୋର .....

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ...

ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ...

                                                                   



#Evergreen Odia songs#Akshaya Mohanty # Aparajita #Anuradha Padudwal # odia Movie Songs

Previous
Next Post »