ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ | mu ta thili ekutia banra pakhi | DORA | Suresh Wadekar |

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ | mu ta thili ekutia banra pakhi - Suresh Wadekar Lyrics

Singer Suresh Wadekar
Movie Dora
Music Santanu Mohapatra
Lyrics: Debdas Chhotray

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

 

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

ବାଆଁରା ପକ୍ଷୀ (୨)

ତମେ ପଞ୍ଜୁରୀ ଦେଲ ତଳେ ଶିକୁଳି ଦେଲ ତମେ ଅଧାର ଦେଲ

ମୋତେ ପାଖକୁ ଡାକି ......

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

ବାଆଁରା ପକ୍ଷୀ....

ତୁମ ଡାକରେ ଥିଲା ଏତେ ମହୁଲି ନିଶା

ଏତେ  ମହୁଲି ନିଶା

ମୁଁତ ଉଡିବା ଛାଡି ଆସି ମାନିଲି ପୋଷା

ମାନିଲି ପୋଷା

ତମେ କନ୍ଦେଇ  ଦେଲ ତମେ ହସେଇ ଦେଲ ତମେ ଭସେଇ ଦେଲ

ମୋତେ ଭଉଁରୀ ଦେଖି

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

ବାଆଁରା ପକ୍ଷୀ .......

ଏଇ ଦୁନିଆରେ ଥିଲା ପରା ଏତେ ଠିକଣା

ଏତେ ଠିକଣା

ତମେ ଖୋଜି ନେଲ ଖେଳିବାକୁ ଏଇ ଅଗଣା

କିଆଁ ଏଇ ଅଗଣା

ତମେ ସଜେଇ ଦେଲ ତମେ ଉଜେଇ ଦେଲ

ତମେ ଭିଜେଇ ଦେଲ ଦୁଇଟି ଆଖି

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ

ବାଆଁରା ପକ୍ଷୀ  ......


Previous
Next Post »