ଗୋଲାପୀ ଓଠ ଦେଉ ତୁ ଯେବ | Golapi Othe deu tu jebe | Akshaya Mohanty Lyrics
| Singer | Akshaya Mohanty |
| Movie | Chaka Bhaunri |
ଗୋଲାପୀ ଓଠ ଦେଉ
ଗୋଲାପୀ ଓଠ ଦେଉ ତୁ ଯେବେ ଗୋଲାପ
ପରି ହସି
ହାଏ ଗୋଲାପ ପରି ହସି....[୨]
ଟୋକା ତ ଟୋକା ତହସ ଦେଖି
ବୁଢା ବି ଯିବେ ଫଶି [୨]
ସୋନେଲି ଖରା ଛୁଇଁ ଯାଉଛି
ଗୋରୀ ତ ଗୋରା ଗାଲ
ତୋ ଚଲା ବାଟେ ଫୁଟି ଯାଉଛି
ରଙ୍ଗ ବେରଙ୍ଗ ଫୁଲ....
ଖୋସା କୁ ତୋର ଚାହିଁଲେ ମୋର ଫାଟି ଯାଉଛି ଖୁସି
ହାଏ ଆଖି ଯାଉଛି ଫସି
ଆରେ ଚେଲା ତ ଚେଲା ତ ଖୋସା ଦେଖି
ଗୁରୁବି ଯିବେ ପଶି .....(୨)
ଟୋକା ତ ଟୋକା ତହସ ଦେଖି
ବୁଢା ବି ଯିବେ ଫଶି (୨)
କାନି ସାରା ତ ବସିଛି ସତେ ମଲ୍ଲି
ଫୁଲର ହାଟ
ହାଏ...ମଲ୍ଲି ଫୁଲର ହାଟ
ତତେ ଦେଖିଲେ ଧାଇଁ ଆସିବେ
ବାବାଜୀ ଛାଡି ମଠ
ହାଏ... ବାବାଜୀ ଛାଡି ମଠ
ଆଖିରେ ତୋର ଯାଏ ଲୋ ଯେବେ ଆଖି
କାହାର ମିଶି
ଆହା ଆଖି କାହାର ମିଶି ....
ପାପୀ ତ ପାପୀ ସେ ଆଖି ଦେଖି
ଯୋଗୀ ବି ଯିବେ ଫଶି ..(୨)
ଟୋକା ତ ଟୋକା ତହସ ଦେଖି
ବୁଢା ବି ଯିବେ ଫଶି (୨)
ଚାଲିଲେ ତୁହି ଲାଗୁଛି ସତେ
ଝରଣା ଯାଏ ବହି
କହିବୁ ଯଦି ଦିହ କୁ ତୋର
ଟିକିଏ ଦେବି ଛୁଇଁ
ମୁଁହକୁ ତୋର ଚାହିଁଲେ ଲାଗେ
ସୁନା ପଡୁଛି ଖସି
ଚୋର ତ ଚୋର ସେ ସୁନା ଦେଖି
ପୁଲିସି ଯିବେ ଫଶି (୨)
ଟୋକା ତ ଟୋକା ତହସ ଦେଖି

ConversionConversion EmoticonEmoticon