ଗଡ୍ ପ୍ରମିସ୍ ଡେ ନାଇଟ୍ | God promise | Humane Sagar · Asima Panda | New Album

ଗଡ୍ ପ୍ରମିସ୍ ଡେ ନାଇଟ୍ | God promise - Humane Sagar · Asima Panda Lyrics

Singer Humane Sagar, Asima Panda





ହୋ ହୋ ଓ ଓ.....
(ପୁ)
ଗଡ୍ ପ୍ରମିସ୍ ଡେ ନାଇଟ୍
କରୁଛି ମୁଁ ତତେ ମିସ୍ ରେ (୨)
ଓ ମାଇଁ ଡାର୍ଲିଂଗ ଦେଇ ଦେ
ଗୋଟେ ଫ୍ଲାଇଙ୍ଗ ଵାଲା କିସ୍ ରେ(୨)
ହାତରେ ତୋର ପିନ୍ଧେଇ ଦେବୀ
ମୁଁ ଡାଇମଣ୍ଡର ରିଙ୍ଗରେ
ତୁ ମୋର କୁଇନ୍ ଆଉ ମୁଁ ତୋର କିଙ୍ଗରେ (୨ )
(ଝୀ)
ମମି କସମ୍ ଦିଲ୍ଟା ଦେବି
ଅଛି ମୁଁ ଫୁଲ ରେଡିରେ
ଓ ମାଇଁ ଡିଅର ନବୁକି
ମତେ ବସେଇଁ ତୋର ଅଡିରେ
ୱେଡିଙ୍ଗ ପଛେ ଲେଟ୍ ହେଉ
ଚାଲ୍ ଜିବା ଡେଟିଂଗ୍ ରେ
ମୁଁ ତୋର କୁଇନ୍ ଆଉ ତୁ ମୋର କିଙ୍ଗରେ (୨ )

(ପୁ)
ତୁ ମୋର କୁଇନ୍ ଆଉ ମୁଁ ତୋର କିଙ୍ଗରେ (୨ )
ତୋ ମନରେ ମୋ ପ୍ରେମ ର ମାରିଦେଲି ଷ୍ଟାମ୍ପ (୨ )
ଭୁଲ୍ ଜଦି କରିଛି ବେବି କରିଦେବୁ ମାଫ୍ (2)
(ଝୀ)
ତୋର ମୋର ଅନ୍ ଲୋଡ ହବ ଲଭ୍ ସେଟ୍
ଧିରେ ଧିରେ ଲାଇଫ୍ ରେ ମୋର ହେଇଗଲୁଣି ଇନ୍
(ପୁ)
ଗଡ ପ୍ରମିସ୍ ତୋ ସାଥିରେ ରହିବି ଲାଇଫ ଲଙ୍ଗରେ
ଓ ମାଇଁ ଡାର୍ଲିଂଗ କହିଲେ ଡେଲି ଶୁଣେଇବି ଲଭ୍ ସଙ୍ଗରେ
ହୋ ହୋ ଓ ଓ.....
ଗଡ ପ୍ରମିସ୍ ତୋ ସାଥିରେ ରହିବି ଲାଇଫ ଲଙ୍ଗରେ
ଓ ମାଇଁ ଡାର୍ଲିଂଗ କହିଲେ ଡେଲି ଶୁଣେଇବି ଲଭ୍ ସଙ୍ଗରେ
ମୋ ଛାତି ତଳେ ପ୍ରେମ ଘଣ୍ଟି ବାଜେ ଟିଙ୍ଗ ଟିଙ୍ଗ ରେ
(ଝୀ)
ମୁଁ ତୋର କୁଇନ୍ ଆଉ ତୁ ମୋର କିଙ୍ଗରେ (୨ )

(ପୁ)
ତୁ ମୋର କୁଇନ୍ ଆଉ ମୁଁ ତୋର କିଙ୍ଗରେ (୨ )
(ଝୀ)
ଲାଗେ ଆଜି ମୋ ପାଇଁ ତୁ ହେଇଗଲୁ ବ୍ୟାଡ଼
ନୂଆ ନୂଆ ଫିଲିଙ୍ଗସ୍ କିଛି କରିଦେଲୁ ଆଡ୍
ଆହା ହା ହା.........
ଲାଗେ ଆଜି ମୋ ପାଇଁ ତୁ ହେଇଗଲୁ ବ୍ୟାଡ଼
ନୂଆ ନୂଆ ଫିଲିଙ୍ଗସ୍ କିଛି କରିଦେଲୁ ଆଡ୍
ଆହା ହା ହା.........
(ପୁ)
ତୁ ଓକେ ମୁଁ ଓକେ ସବୁ ଫାଷ୍ଟକ୍ଲାସ
ଧୀରେ ଧୀରେ ତୋ ପ୍ରେମରେ ହେଇଗଲି ପାସ୍
(ଝି)
ମମି କସମ୍ ଓନଲି ୱାନ ତୁ ମୋର ବୟ୍ ଫ୍ରେଣ୍ଡରେ
ଓ ମାଇଁ ଡ଼ିଅର ତୋ ସାଥିରେ ଲାଇଫ ହେଉ ଏଣ୍ଡରେ
ୟେସ୍ ମମି କସମ୍ ଓନଲି ୱାନ ତୁ ମୋର ବୟ୍ ଫ୍ରେଣ୍ଡରେ
ଓ ମାଇଁ ଡ଼ିଅର ତୋ ସାଥିରେ ଲାଇଫ ହେଉ ଏଣ୍ଡରେ
ତୋର ମୋର ହିଟ୍ ଯୋଡି ରହିବ ପୁରା ଟ୍ରେଡିଂରେ
(ପୁ)
ତୁ ମୋର କୁଇନ୍ ଆଉ ମୁଁ ତୋର କିଙ୍ଗରେ (୨ )
(ଝୀ)
ମୁଁ ତୋର କୁଇନ୍ ଆଉ ତୁ ମୋର କିଙ୍ଗରେ (୨ )



Previous
Next Post »