ତୋ ଆଖିକୁ ଦେବି ଶହେ ନମ୍ବର | To Akhi Ku Debi Sahe Number | Romantic Odia Song | Sidharth Music

ତୋ ଆଖିକୁ ଦେବି ଶହେ ନମ୍ବର | To Akhi Ku Debi Sahe Number | Romantic Odia Song - Sidharth Music Lyrics


ତ ଆଖିକୁ ଦେବୀ ଶହେ ନମ୍ବର

ତ ଆଖିକୁ ଦେବୀ ଶହେ ନମ୍ବର..

ତ ଓଠକୁ ଦେବୀ ଶହେ ନମ୍ବର...

ତ ଆଖିକୁ ଦେବୀ ଶହେ ନମ୍ବର

ତ ଓଠକୁ ଦେବୀ ଶହେ ନମ୍ବର

ଚୂନ| ଚୂନ| ଚମ୍ପା ଫୁଲ ଚେହେରା ତୋର

ସୁନା ମୁହିଁ ଝିଅ ଲୋ ତୁ ଭାରି ସୁନ୍ଦର [୨]

ତତେ ଲାଗିଯିବ...ହେ  ତତେ ଲାଗିଯିବ

ତତେ ଲାଗିଯିବ କାହା ନଜର

ତ ଆଗରା ଘାଗରା ଅଣ୍ଟାକୁ ଲୋ ଶହେ ନମ୍ବର [୨]

ତ ଆଖିକୁ ଦେବୀ ଶହେ ନମ୍ବର

ତ ଓଠକୁ ଦେବୀ ଶହେ ନମ୍ବର....

ତ ହସରେ ମେଘ ଝରେ ଗୋଲାପି ବରଷା ଖସେ

ଅତର ଅତର ବାସେ

ତ ଲାଜରେ ରାତି ସରେ ସକାଳ ମୁରୁକି ହସେ

ଗଛରୁ ପତର ଖସେ

ତତେ ଲାଗିଯିବ...ହେ  ତତେ ଲାଗିଯିବ

ତତେ ଲାଗିଯିବ କାହା ନଜର

ତ ୠମୁକୁ ଝୁମୁକୁ ପାଦକୁ ଲୋ ଶହେ ନମ୍ବର [୨]

ତ ଆଖିକୁ ଦେବୀ ଶହେ ନମ୍ବର

ତ ଓଠକୁ ଦେବୀ ଶହେ ନମ୍ବର...

ତୁ ଏମିତି ଝିଅଟିଏ ଦେଖିଲେ ଝରୁଛି ନିଶା

ମିଠା ବି ଲାଗୁଛି କଷା...

ତତେ କେହି ଦେଲେ ଚାହିଁ ମତେ ଲୋ ଲାଗୁଛି ଇଷା...

ପ୍ରେମର ତୁ ନୂଆ ଭାଷା

ତତେ ଲାଗିଯିବ...  ହେ ତତେ ଲାଗିଯିବ

ହେ ତତେ ଲାଗିଯିବ କାହା ନଜର

ତ ହଳଦୀ ମେହେଦିହାତକୁ ଶହେ ନମ୍ବର [୨]

ତ ଆଖିକୁ ଦେବୀ ଶହେ ନମ୍ବର..

ତ ଓଠକୁ ଦେବୀ ଶହେ ନମ୍ବର...

ତ ଆଖିକୁ ଦେବୀ ଶହେ ନମ୍ବର

ତ ଓଠକୁ ଦେବୀ ଶହେ ନମ୍ବର

ଚୂନ ଚୂନ ଚମ୍ପା ଫୁଲ ଚେହେରା ତୋର

ସୁନା ମୁହିଁ ଝିଅ ଲୋ ତୁ ଭାରି ସୁନ୍ଦର [୨]

ତତେ ଲାଗିଯିବ...ହେ  ତତେ ଲାଗିଯିବ

ହେ ତତେ ଲାଗିଯିବ କାହା ନଜର

ତ ଆଗରା ଘାଗରା ଅଣ୍ଟାକୁ ଲୋ ଶହେ ନମ୍ବର...[୪]




Previous
Next Post »