ମୁଁ ଦଣ୍ଡା ବାଳୁଙ୍ଗା |Mu Danda Balunga -| Akshaya Mohanty| Odia Song Lyrics

ମୁଁ ଦଣ୍ଡା ବାଳୁଙ୍ଗା |Mu Danda Balunga - Akshaya Mohanty Lyrics

Singer Akshaya Mohanty
Film Danda Balunga
Music Akshaya Mohanty
Lyrics Sirsananda Das Kanungo

ମୁଁ ଦଣ୍ଡା ବାଳୁଙ୍ଗା

ଏ ଦୁନିଆ........ଆ......

ଏ ଦୁନିଆ ଟା ଡଙ୍ଗା ହେଲେ [୨]

କାତ ମୋର ଠେଙ୍ଗା

ମୁଁ ଦଣ୍ଡା ବାଳୁଙ୍ଗା ମୁଁ ଦଣ୍ଡା ବାଳୁଙ୍ଗା....[୩]

ଏଇ ଗାଁ ଏଇ ନଇଁ....ପାହାଡ଼ର ତଳେ

ଅଳି କରି ତଳି କରି ବଢିଲି ଯା କୂଳେ

ସେଇ ମା ପାଖେ ଅଛି...ଶାସନ ଶରଧା

ମା ମୋର ସବୁ ଶହେ ସତେ ବା ବସୁଧା

ଏ ଦୁନିଆ........ଆ......

ଏ ଦୁନିଆ ଟା ପାପ ହେଲେ.... ମା ମୋର ଗଙ୍ଗା

ମୁଁ ଦଣ୍ଡା ବାଳୁଙ୍ଗା ମୁଁ ଦଣ୍ଡା ବାଳୁଙ୍ଗା [୨]

ସାଇ ଭାଇ ପିଲା ବଡ଼ ସବୁ ମୋ ନିଜର...

ମୋର ଲାଗି ମନା ନାହିଁ କା ଘର ଦୁଆର

କେତେ ବହୁଚୁରି ଖେଳ...ପହିଲି ରଜରେ

ରଙ୍ଗ ବୁଳା ବୁଳି ପୁଣି ଦୋଳ ଯାତରା ରେ

ଏ ଦୁନିଆ ଟା ମୋର ଲାଗି [୨]

ପିରତୀରେ ରଙ୍ଗା

ମୁଁ ଦଣ୍ଡା ବାଳୁଙ୍ଗା ମୁଁ ଦଣ୍ଡା ବାଳୁଙ୍ଗା [୨]

ମୋର ପାଖେ ଚଳେ ନାହିଁ ଅନ୍ଧାରି ଆଇନୀ

କଳା ଧନ୍ଦା ସୁଧ ସବୁ ଦେଢ଼ ମହାଜନୀ

ଛୁଆଁ ଅଛୁଆଁ ର ଜାତିରୁ ବାସନ୍ଦ

ଧୁକା ବାଜି ଟାଉଟରୀ କରେ ନା ସଫଳ....

ଏ ଦୁନିଆ........ଆ..

ଏ ଦୁନିଆ ଟା ଚୁର ହେଲେ [୨]

ପୁଲିସି ମୋ ଠେଙ୍ଗା.....

ମୁଁ ଦଣ୍ଡା ବାଳୁଙ୍ଗା ମୁଁ ଦଣ୍ଡା ବାଳୁଙ୍ଗା....[୩]


                                                                                

Previous
Next Post »