ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ | E Jibane mo jibane - Mohammad Aziz Lyrics
| Singer | Mohammad Aziz |
| Movie | Mamata Mage Mula (1985) |
| Director | Amiya Pattnayak |
| Lyrics | Akshaya Mohanty |
ଏ ଜୀବନେ ମୋ ଜୀବନେ
ଏ ଜୀବନେ ମୋ ଜୀବନେ ହସ ନାହିଁ
ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ....ମାନେ
ନାହିଁ....
ଏ ଜୀବନେ ମୋ ଜୀବନେ ହସ ନାହିଁ
ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ
ନାହିଁ....
ଏ ଜୀବନେ ମୋ ଜୀବନେ ହସ ନାହିଁ
ଲୁହ ନାହିଁ
ବଗିଚାରେ...ଦିନେ କେବେ ଫୁଲ ଫୁଟି
ଥିଲା
ଝରା ଫୁଲ ସେବାର ତା କାନେ କହି
ଗଲା.....
କେବେ ଦିନେ ଝଡ଼ ଆସି ଗଲା ହାଏ
ଝାଡି ଦେଇ....
ତେଣୁ ବଞ୍ଚିବାର ମାନେ ନାହିଁ ମାନେ
ନାହିଁ...
ଏ ଜୀବନେ ମୋ ଜୀବନେ ହସ ନାହିଁ
ଲୁହ ନାହିଁ
ମ ନିଜର କେହିଥିଲେ ମୁଁ ଥିଲି କାହାର...
କେବେ କେଉଁ....ଦିନ ହେଲି ଦୁନିଆ
ଠୁ ପର...
କେଉଁ ନିଆଁ କେଉଁ ଘର ଗଲା ଜାଣି
ଜାଣେ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ
ନାହିଁ...
ଏ ଜୀବନେ ମୋ ଜୀବନେ ହସ ନାହିଁ
ଲୁହ ନାହିଁ...
ତେଣୁ ବଞ୍ଚିବାର ମାନେ ନାହିଁ ମାନେ
ନାହିଁ....
ଏ
ଜୀବନେ....ମୋ ଜୀବନେ...ହସ ନାହିଁ ଲୁହ ନାହିଁ.....

ConversionConversion EmoticonEmoticon