ସୁନା ରୁପା ଗଉଣି | Suna Rupa Gouni - Mohd. Aziz & Anuradha Poudwal. Lyrics
| Singer | Mohd. Aziz & Anuradha Poudwal. |
| Singer | Vijay Mohanty and Rachna |
ସୁନା ରୁପା ଗଉଣି
ହୋ ଓ .......
ସୁନା ରୁପା ଗଉଣି
କ୍ଷୀର ଶର ଲହୁଣୀ [୨]
ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ
[୨]
ସୁନା ରାକ୍ଷୀ ସୁନା ଭଉଣୀ [୨]
ସୁନା ରୁପା ଗଉଣି
କହୁନି ମୁଁ କାହାରି [୨]
କୋଟିରୁ ଗୁଟିଏ ଭାଇ ତୁମେ ମୋର
[୨]
ମୁଁ ହିଁ ତମ ଗେଲ୍ହା ଭଉଣୀ [୨]
ତୋହରି ହାତରୁ ରାକ୍ଷୀ ବାନ୍ଧିବା
ପାଇଁ
ଜନମେ ଜନମେହେବି ମୋ ତୋର ଭାଇ
ତୋ ଖୁସି ଲାଗି ମୁଁ ଦେବୀ ବିକି
ଜୀବନ
ଭାଇ ତୁ ଭୁଲିବୁ ନାହିଁ ଏ ରାକ୍ଷୀ
ଦିନ
ତୋହରି ହାତରୁ ରାକ୍ଷୀ ବାନ୍ଧିବା
ପାଇଁ
ତୋ ମିଠା ହସରେ ସେହରେ ଫାସରେ...[୨]
ବନ୍ଧା ମୋ ଜୀବନ କାହାଣୀ କାହାଣୀ.....
ସୁନା ରୁପା ଗଉଣି
କ୍ଷୀର ଶର ଲହୁଣୀ [୨]
ରାକ୍ଷୀ କୁ ରଖି ମୁଁ ସାକ୍ଷୀ କହୁଛି
ଭାଇ
ତୁମରି ହାତରେ ରାକ୍ଷୀ ବାନ୍ଦୀବା
ପାଇଁ
ଯେତେ ଦୁରେ ଥାଏ ପଛେ ଆସିବି ଧାଇଁ
ସୁଖ ଦୁଃଖ ଝଡ଼ ଝଞ୍ଜା ଏଡେଇଁ
ରାକ୍ଷୀ କୁ ରଖି ମୁଁ ସାକ୍ଷୀ କହୁଛି
ଭାଇ
ତୁମରି ହାତରେ ରାକ୍ଷୀ ବାନ୍ଦୀବା
ପାଇଁ
ଶରଧା ଆଗର କରି ମୁଁ ନିୱାରା [୨]
ଏତିକି ମୋହର ମାଗୁନି ମାଗୁନି ମାଗୁନି...
ସୁନା ରୁପା ଗଉଣି
କହୁନି ମୁଁ କାହାରି [୨]
ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ
[୨]
ସୁନା ରାକ୍ଷୀ ସୁନା ଭଉଣୀ...
[୨]
ସୁନା ରୁପା ଗଉଣି
କହୁନି ମୁଁ କାହାରି [୨]
କୋଟିରୁ ଗୁଟିଏ ଭାଇ ତୁମେ ମୋର
[୨]
ମୁଁ ହିଁ ତମ ଗେଲ୍ହା ଭଉଣୀ.....
[୨]
ସୁନା ରୁପା ଗଉଣି
କ୍ଷୀର ଶର ଲହୁଣୀ [୪]

ConversionConversion EmoticonEmoticon