Sadhaba Bohu Lo |ସାଧବ ବହୂ ଲୋ - Sourin Bhatt Lyrics
| Singer | Sourin Bhatt |
| Music Director | Krushna Chandra |
| Music | Sidharth Music |
| Lyrics | Panchanana Nayak |
ସାଧବ ବହୂ ଲୋ ସାଧବ ବହୂ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମୋତେ କଣେଇ କଣେଇ ଚାହୁଁ (୨)
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ତୋର ଚାହାଁଣୀରେ କହି ଯାଉ
ମତେ ତୁ କେତେ ଭଲ ପାଉ
ସାଧବ ବହୂ ଲୋ ସାଧବ ବହୂ
ମୋ ସାଧବ ବହୂ ସାଧବ ବହୂ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମୋତେ କଣେଇ କଣେଇ ଚାହୁଁ (୨)
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ତୋର ଚାହାଁଣୀରେ କହି ଯାଉ
ମତେ ତୁ କେତେ ଭଲ ପାଉ
ସାଧବ ବହୂ ଲୋ ସାଧବ ବହୂ
ମୋ ସାଧବ ବହୂ ସାଧବ ବହୂ
ସପନରେ ଆସୁ ପୁଣି
ସପନରେ ଚାଲିଯାଉ
ରାତିରେ ....
ଚାହୁଁଚି ମୁଁ ଦିନ ରାତି
ରଖିବାକୁ ସାଥି କରି
ସାଥିରେ...
ସପନରେ ଆସୁ ପୁଣି
ସପନରେ ଚାଲିଯାଉ
ରାତିରେ ....
ଚାହୁଁଚି ମୁଁ ଦିନ ରାତି
ରଖିବାକୁ ସାଥି କରି
ସାଥିରେ...
ଫୁଲ ଫଗୁଣ ହାତରେ ଦେଉ
ଦେହ ନ ଛୁଇଁ ବି ଛୁଇଁ ଯାଉ (୨)
ଯେତେ ଦୁରେଇ ଦୁରେଇ ରହୁ
ଲାଗେ ପାଖରେ ପାଖରେ ଥାଉ
ତୋର ଚାହାଁଣୀରେ କହି ଯାଉ
ମତେ ତୁ କେତେ ଭଲ ପାଉ
ସାଧବ ବହୂ ଲୋ ସାଧବ ବହୂ
ମୋ ସାଧବ ବହୂ ସାଧବ ବହୂ
ଗୋପନରେ ଛୁଇଁ ଯାଉ
ଚୁପି ଚୁପି କହିଯାଉ କାନରେ
ରହିଚୁତୁ ରହିଥିବୁ ଘର କରି
ସବୁ ବେଳେ ମନରେ
ଗୋପନରେ ଛୁଇଁ ଯାଉ
ଚୁପି ଚୁପି କହିଯାଉ କାନରେ
ରହିଚୁତୁ ରହିଥିବୁ ଘର କରି
ସବୁ ବେଳେ ମନରେ
ମୋ ମନରେ
ତୋର ପଣତରେ ଖଲେ ଢେଉ
ମୋତେ ପ୍ରେମରେ ଭସେଇ ନଉ(୨)
ସବୁ ଜାଣି ତୁ ଅଜଣା ହଉ
ମୋତେ ମୋଠୁ ଚୋରେଇ ନଉ
ତୋର ଚାହାଁଣୀରେ କହି ଯାଉ
ମତେ ତୁ କେତେ ଭଲ ପାଉ
ସାଧବ ବହୂ ଲୋ ସାଧବ ବହୂ
ମୋ ସାଧବ ବହୂ ସାଧବ ବହୂ
ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ
ମୋତେ କଣେଇ କଣେଇ ଚାହୁଁ (୨)
ତୁ ଏମିତି ସଜେଇ ହଉ
ଆଖି ମିଶିଲେ ଲାଜେଇ ଯାଉ
ତୋର ଚାହାଁଣୀରେ କହି ଯାଉ
ମତେ ତୁ କେତେ ଭଲ ପାଉ
ସାଧବ ବହୂ ଲୋ ସାଧବ ବହୂ
ମୋ ସାଧବ ବହୂ ସାଧବ ବହୂ

ConversionConversion EmoticonEmoticon