ଏଥର ଫଗୁଣେ ବାଜିବ ଲୋ ବାଜା |Athara Fagune - Sourin Bhat| Odia song Lyrics

ଏଥର ଫଗୁଣେ ବାଜିବ ଲୋ ବାଜା |Athara Fagune - Sourin Bhat Lyrics

Singer Sourin Bhat
Producer: Sitaram Agrawal
Music Sarthak Music
Song Writer Album: Kandhei

                                                  ଏଥର ଫଗୁଣେ ବାଜିବ ଲୋ ବାଜା

ଏଥର ଫଗୁଣେ ବାଜିବ ଲୋ ବାଜା

ତୁ ହବୁ ରାଣୀ ମୁଁ ହେବି ତରଜା

ଏଥର ଫଗୁଣେ ବାଜିବ ଲୋ ବାଜା

ତୁ ହବୁ ରାଣୀ ମୁଁ ହେବି ତରଜା

ମୁଁ ଯିବି ତ ଗାଁକୁ ପଗଡ଼ି ବାନ୍ଧିଲୋ ପଗଡ଼ି ବାନ୍ଧି

ନୂଆ...ପାଲିଙ୍କି ହଉଛି ସଜା (୨)

ମୁଁ ଆସିବି ତ ଘରକୁ ରୋଷଣୀ କରି

ତ ଦ୍ୱାରେ ବଜେଇ ଦେବୀ ଯୋଡ଼ି ମହୁରୀ (୨)

ଏଥର ଫଗୁଣେ ଗଢା ହବ ବେଦୀ

କଉଡ଼ି ଖେଳିବୁ ହାତେ ହାତ ଛନ୍ଦି

ତୁ ସଯିବୁ ମୋ ପାଇଁ ବହୁ ବହୁ କାଲୋ ବହୁ ବହୁ କା

ତତେ ଗହଣା ହବ ଲୋ ଖଞ୍ଜା (୨)

ଦିନ ଚାରଟି ଜିବଲୋ ବିତି

ହବ ଚଉଠି ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି

ଦିନ ଚାରଟି ଜିବଲୋ ବିତି

ହବ ଚଉଠି ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି

ଏଥର ଫଗୁଣ ନ ଥିବ ଟିକିଲି

ସିନ୍ଦୁର ନାଇଁ ତୁ ଦିସିବୁ ସୁନ୍ଦରୀ

ତୁ ବସିବୁ ମୋ ପାଇଁ ଚୁଲି ମୁଣ୍ଡରେ ଲୋ ଚୁଲି ମୁଣ୍ଡରେ

ବାସି ପଖାଳ ଲାଗିବ ମଜା (୨)           

Previous
Next Post »