ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର |Phaguna Re Phaguna |Babul Supriyo,Ira Mohanty | Odia song Lyrics

ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର |Phaguna Re Phaguna - Babul Supriyo,Ira Mohanty Lyrics

Singer Babul Supriyo,Ira Mohanty
Film Santana
Music Malay Mishra
Casting Sidhant Mohapatra and Rachana Banarjee

ଫଗୁଣରେ ଫଗୁଣ

(ପୁ) ଆ ....ଆ ଆ ...

ଫଗୁଣରେ ଫଗୁଣ ମୁଁ  ଦେଇଛି ସିନ୍ଦୁର

ଫୁଲରେ ସଯେଇଁ ତାକୁ ତୁ କରି ଦେ ସୁନ୍ଦର

ଗଭାରେ ଗଜରା ହାର , କାନେ ଫୁଲ ଝୁମୁକା

ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା

ଫୁଲ ପରି ମହକିବ ମହକିବ ଏ ଜୀବନ ଆମର

ଲାଗେରେ କାଳେ କାହାର ଲାଗିଯିବ ନଜର

(ଝି) ଫଗୁଣରେ ଫଗୁଣ ଦେଇଜାରେ  ସିନ୍ଦୁର

ଜନମ ଜନମ ପାଇଁ କଲା ମତେ ନିଜର

ପୁନେଇଁର ଜହ୍ନ ସାଜି ଓଢଣୀରେ ହସିଲି

ତ ଫୁଲ ଗହଣା ପିନ୍ଧି ମାଣ ତାର ତୋଷିବି

ବଞ୍ଚିଥିବି ଯେତେଦିନ ମୁଁ ଏକା ତୁମର

ମୁଁ ଯେ ତୁମ ପୁଜାରିଣୀ ତୁମେ ଦେବତା ମୋର

(ପୁ) ଫଗୁଣରେ ଫଗୁଣ ମୁଁ  ଦେଇଛି ସିନ୍ଦୁର

(ଝି) ଜନମ ଜନମ ପାଇଁ କଲ ମତେ ନିଜର

ଆ...ଆ ..ଆ....ଆ ..ଆ...

(ପୁ) ଶ୍ରାବଣ ତୁ ଦେ ମୋତେ ତର ମେଘ ପାଲିଙ୍କି

ପାଲିଙ୍କି  ଚଢି ମୁଁ ଯିବି ଝୁଲି ଝଲିକି

(ଝି) ପବନ ତୁ ସୁରେ ସୁରେ ବଜେଇ ଦେ ମହୁରୀ

କୋଇଲି ପକା ଲୋ  ଶୁଭ ହୁଳ ହୁଳି

(ପୁ) କନିଆଁ ମେଲାଣି ନବ ଯିବ ଶାଶୁଘର

ନାଇଁ ଦେବୀ ଖୁଁ ନିଆଁ ସାକ୍ଷୀ ଏଇ ସିନ୍ଦୁର

(ପୁ ଝି ) ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର

(ପୁ) ଫଗୁଣରେ ଫଗୁଣ ମୁଁ  ଦେଇଛି ସିନ୍ଦୁର

(ଝି) ଜନମ ଜନମ ପାଇଁ କଲ ମତେ ନିଜର

ଆ .....ଆ .....ଆ..... ଆ....

(ଝି) ଇଦ୍ରଧନୁ ଭରି ଦେତୁ ସାତରଙ୍ଗ ମନରେ

ସାଜିଛି କଜଳ ସାଥି ମୋର ଆଖିରେ

(ପୁ) ହୋ.....ଲାଗିଯିବ ମାଟି କାଳେ ମୋ ପ୍ରିୟାର ପାଦରେ

ଫୁଲ ତୁ ଗାଇଜା ବିଛେଇ ଦେ ବାଟରେ

(ଝି) ଝରଣା ତୁ ପଡେ ମୋର ବାନ୍ଧିଦେରେ ଘୁଙ୍ଗୁର

ସାଥି ପାଇଁ ନାଚିବି ମୁଁ ଦିନରାତି ଏଥର

(ପୁ.ଝି) ବାନ୍ଧିନେଲୁ ବନ୍ଧନ ଆମେ ଯୁଗ ଯୁଗର

(ପୁ) ଫଗୁଣରେ ଫଗୁଣ ମୁଁ  ଦେଇଛି ସିନ୍ଦୁର

(ଝି) ଜନମ ଜନମ ପାଇଁ କଲ ମତେ ନିଜର

(ପୁ) ହେ...ଆ...ହା

(ଝି) ଲା...ଲା ...ଲା

(ପୁ) ହେ..ଲା ..ଲା..

(ଝି)ହୁଁ..ହୁଁ...ହୁଁ

(ପୁ) ହେ...ଆ...ହା (ଝି) ଲା...ଲା ...ଲା


                                                                    

Previous
Next Post »