ଏଇ ଝୁମା ଝୁମା ଗୋଲାପୀ ବେଳାରେ | Ae Jhuma Jhuma Golapi Bela Re - Aarati Mukherjee , Hariharan Lyrics
| Singer | Aarati Mukherjee , Hariharan |
| Movie | Abhilasha |
| Cast | Uttam Mohanty|Aparajita Mohanty |
ଏଇ ଝୁମା ଝୁମା ଗୋଲାପୀ
ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ....(୨)(ଝି)
ସାଥି ଆମ ସ୍ମୃତି ନେଇ ଆହୁରି ନିଜର
ହୁଈ
ହଜି ଯିବା ଆପଣା ଭିତରେ..
ଏଇ ଝୁମା ଝୁମା ଗୋଲାପୀ ବେଳାରେ....(୨)
ମୁଁ ଯେ କେତେ ତୁମେ ସୁର ପ୍ରିୟତମା
ମୋର
ତୋତେ ନେଇ ମୁଁ ତୁମେ ମୋ ସାଗର (୨)
ଫଗୁଣର ଫଗୁଭିଜା ବଗିଚାରେ ମୋର
ସୁରଭି ମୁଁ ତୁମେ ତ ଚମିର
ତୁମେ ମୁଁ ତୁମେ ଜହ୍ନ ମୁଁ ଆଖି
ତୁ ସେ ସ୍ବପ୍ନ
ଚିରନ୍ତନ ଆମେ ଦୁନିଆରେ
(ପୁ )
ଏଇ ଝୁମା ଝୁମା ଗୋଲାପୀ ବେଳାରେ....(୨)
ସାଥି ଆମ ସ୍ମୃତି ନେଇ ଆହୁରି ନିଜର
ହୁଈ
ହଜି ଯିବା ଆପଣା ଭିତରେ..
ଏଇ ଝୁମା ଝୁମା ଗୋଲାପୀ ବେଳାରେ....
ମୋର ମନ ଦରପଣେ ବିନ୍ଦିତ ଲାଜେ
ତୁମରି ସେ ରଙ୍ଗୀନ ମନ (୨)
ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି ଆମେ ଦୁଝେ ଥିବା ଚାଲି
ଜୀବନର ଚାଲ ପଥ ପରେ .....
ଓ ଓ .....
ଏଇ ଝୁମା ଝୁମା ଗୋଲାପୀ ବେଳାରେ....(୨)
ସାଥି ଆମ ସ୍ମୃତି ନେଇ ଆହୁରି ନିଜର
ହୁଈ
ହଜି ଯିବା ଆପଣା ଭିତରେ..
ଏଇ ଝୁମା ଝୁମା ଗୋଲାପୀ ବେଳାରେ....
ହୋ
ଏଇ ଝୁମା ଝୁମା ଗୋଲାପୀ ବେଳାରେ....
(ଝି)
ପ୍ରିୟତମ ତୁମେ ମୋର ତୃଷାର ଜଳ
ତୁମେ ଇତ ମୋ ମନର ମନ (୨)
ଭଲ ପାଇଁ ତୁମକୁ ମୁଁ ପାଇଛି ନିଜକୁ
ବୁଝିଛି ମୋ ଅବୁଝା ତପନ
ଜନମ ଜନମ ପାଇଁ ତୁମେ ଗୋ
ମୋ ଦେବତା ହୋଇ ଆସୁଥିବ ମୋ ମନ
ମନ୍ଦିରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ....
ହୋ
ଏଇ ଝୁମା ଝୁମା ଗୋଲାପୀ ବେଳାରେ....

ConversionConversion EmoticonEmoticon