ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ | Gori Lo Gori | Suresh Wadekar & Anuradha | Odia Song Lyrics

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ | Gori Lo Gori... - Suresh Wadekar & Anuradha Lyrics

Singer Suresh Wadekar & Anuradha
Movie Kanyadan
Music Arun Mohanty
Song Writer Arun Mohanty

ଗୋରୀ ଲୋ ଗୋରୀ

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ

ସେଇ ପାରି ର ମନ୍ଦିରରେ କ'ଣ ମନାସିବୁ (୨)

'ଣ ତୋର କାନିରେ ମୋ ଆଶାକୁ ବାନ୍ଦିବୁ

ମୋ ନର ସଳିତାରେ ଦୀପଟେ ଜାଳିବୁ

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ

ସେଇ ପାରିର ମନ୍ଦିରରେ କ'ଣ ମନାସିବୁ (୨)

ଆଜି ତୋର ମୋର ବାଲି ଘର

କେବେ ସାଜି ଯିବ ସେ ନଅର

ରାଣୀ ସାଜି ଥିବୁ ତୁହି ସେଠି

ରାଜା ସାଜି ଥିବି ମୁଁ ହିଁ ତୋର (୨)

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ

ସେଇ ପାରି ର ମନ୍ଦିରରେ କ'ଣ ମନାସିବୁ

ସରଗେ ଅଛନ୍ତି ଯେତେ ପରୀ

ଅପରୂପ ଶୁଭା ଦେହେ ଧରି

ସତ କହୁଛି ତ ଦେହ ଛୁଇଁ

କେହି ହେବେ ନାହିଁ ତୋର ସରି

ସରଗେ ଅଛନ୍ତି ଯେତେ ପରୀ

ଅପରୂପ ଶୁଭା ଦେହେ ଧରି

ସତ କହୁଛି ତ ଦେହ ଛୁଇଁ

କେହି ହେବେ ନାହିଁ ତୋର ସରି

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ

ସେଇ ପାରି ର ମନ୍ଦିରରେ କ'ଣ ମନାସିବୁ

ସେଇ ପାରିର ଯାତରାରେ ଝୁମୁକା ନେଇବୁ

ରୁଣୁଝୁଣୁ ସାମନା ରେ ଦୁନିଆ ଭୁଲିବୁ

ହେଲେ ମୋ ଗୀତରେ ମୋ ପ୍ରୀତିକୁ ସାଇତି ରଖିବୁ

ଗୋରୀ ଲୋ ଗୋରୀ ତୁ ସେଇ ପାରିକୁ ଯିବୁ

ସେଇ ପାରି ର ମନ୍ଦିରରେ କ'ଣ ମନାସିବୁ.......  (୨)



                                                             



Previous
Next Post »