ଆଜି ମୁଁ ପୀଇନି | Aji Mu peini | Mohammad Aziz |

ଆଜି ମୁଁ ପୀଇନି | Aji Mu peini - Mohammad Aziz Lyrics

Singer Mohammad Aziz
Movie Sahari Bagha

                                      ଆଜି ମୁଁ ପୀଇନି

ଆଜି ମୁଁ ପୀଇନି

ଆଜି ମୁଁ ଛୁଇନି (୨)

ମିଛେ ହୁଏ ଲୁକ ହସା...

ଏ ତ ବାକି ଅଛି କାଲିର ନିଶା...

ବାକି ଅଛି କାଲିର ନିଶା

ଆଜି ମୁଁ ପୀଇନି

ଆଜି ମୁଁ ଛୁଇନି (୨)

ମିଛେ  ହୁଏ ଲୁକ ହସା....

ଏ ତ ବାକି ଅଛି କାଲିର ନିଶା...

ବାକି ଅଛି କାଲିର ନିଶା

ମୋ ଦୁନିଆ ଏକୁଟିଆ ମ ଦିନ ରାତି

କାଲି ଠାରୁ କେତେ ଅଲଗା

ମୁଁ ଏମିତି ଲୁହ ଟୁଁପେ ଯାହାକୁ ଆଜି

କାହା ଆଖିରେ ମିଳୁନି ଜମା

ଭଙ୍ଗା ଆଇନା ମ ଆଶା

ଯେଉଁ ଆଶା ପାଇଁ ଆଶାର ନିଶା

ଆଶା ପାଇଁ ଆଶାର ନିଶା (ପୁ )

ଆଜିର ଆକାଶ ମୋର କାଲିର ଜହ୍ନ

ତଥାପି ବି ଖୁଆ ଏ ମୁହଁ

ଆଜି ମହକିଲୁ ଘରେ ଦବନି ତତେ

କାଲି ର ପୁରୁଣା ଲୁହ(ଝି )

କିଏ ପାଏ ସୁରର ନିଶା

ନିଜ ଲୁହ ପିଇ ନିଜକୁ ନିଶା....

ଲୁହ ପିଇ ନିଜକୁ ନିଶା

ଆଜି ମୁଁ ପୀଇନି

ଆଜି ମୁଁ ଛୁଇନି

ମିଛେ ହୁଏ ଲୁକ ହସା...

ଏ ତ ବାକି ଅଛି କାଲିର ନିଶା.....

ବାକି ଅଛି କାଲିର ନିଶା

ଛୋଟ ଗୁଟେ ଭୁଲ ପାଇଁ କାଲି ରାତିର(ପୁ )

ଆଜି ମୁ ପାଉଛି ଫାଶି

ମଯ୍ୟାତନା ରାଜ ରାଣୀ ସୁନା ମୁକୁଟ

କେଉଁଠି ପଡିଲା ଖସି...(ଝି)

ହଜା ଜହ୍ନ ଚାଲିଚି ଖୁଜା

ଖୋଜିବାରେ ଅଜଥା ନିଶା (ପୁ )

ଆଜି ମୁଁ ପୀଇନି

ଆଜି ମୁଁ ଛୁଇନି

ମିଛେ ହୁଏ ଲୋକ ହସା...

ଏ ତ ବାକି ଅଛି କାଲିର ନିଶା...

ବାକି ଅଛି କାଲିର ନିଶା

                              

Previous
Next Post »