ତୁ ମେଘ ହେଇଯା /Tu Megha Heija Song- Human Sagar & Asima Panda - Human Sagar & Asima Panda Lyrics
| Song | ତୁ ମେଘ ହେଇଯା |
| Singer | Human Sagar & Asima Panda |
| Lyrics | Sashikant |
| Music Director | Debashish Panda |
ତୁ ମେଘ ହେଇଯା song
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ମେଘ ହେଇଯା ସାଥେ ନେଇଜା
ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ
ମୋ ହୃଦୟରେ ରଙ୍ଗ ହେଇଜା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ହୋ ହୋ ....
ଲା ଲା ......
ଲା ଲା ଲା .....
ହୋ ............
ତୋ ଚାହାଣି ମତେ କରିଛି ଦିବାନା
ରାତି ଦିନ ଖାଲି ଭାବୁଚି ତୋ କଥା
ହୁଁ ......
ସବୁ ମୁଁହ ମତେ ଲାଗୁଚି ତୋ ପରି
ବୁଝିଲି ତୁ ଆଜି ମୋ ମନ ଅବସ୍ଥା
ସତରେ କେମିତି ପାରିବି କହି ମୁଁ (୨)
ପାଖେ ଆସି ଥରେ ମୋତେ ଛୁଇଁ ଦେଇ ଯା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ସବୁ ଋତୁ ଆଜି ଲାଗୁଛି ବସନ୍ତ
ମନରେ ଆସିଛି ଅକୁହା ପୁଲକ
ହୋ ହୋ ......
ତୁ ଯାହା ଭାବୁଛୁ ମୁଁ ବି ଭାବୁଚି
ତୁ କହି ଦେଉଛୁ ହେଲେ ମୁଁ ରହେ ନିରବ
ନିରବ ରହିବୁ ଆଉ କେତେ ଦିନ (୨)
ତୋ ହୃଦୟର କଥା ଆଜି ମାନିଯା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ତୁ ମେଘ ହେଇଯା ମତେ ସାଥେ ନେଇଜା
ତୁ ବରଷା ହେଇଜା ଭିଜେଇ ଦେଇଯା
ହୋ ହୋ -----
ଲା ଲା ......

ConversionConversion EmoticonEmoticon