ରାଜି ଥରେ ହେଇଯା / Raji Thare Heija |Asima Panda | Odia Song Lyrics

ରାଜି ଥରେ ହେଇଯା / Raji Thare Heija Lyrics -Asima Panda - Asima Panda Lyrics



Singer Mantu Churia & Asima Panda
Lyrics Malaya Ranjan Sahoo
Music Asad Nizam
Song Writer Malaya Ranjan Sahoo



ରାଜି ଥରେ ହେଇଯା
ଚିକିଣିଆ ଫେସ ତୋର ଅଂଟା ହଲା ଚାଲି ରେ
ହେ .... ଟୋକା ମାନେ ତୋ ପଛରେ କରୁଛନ୍ତି ରା଼ଲ୍ଲୀ ରେ
ହାଏ ....
ଚିକିଣିଆ ଫେସ ତୋର ଅଂଟା ହଲା ଚାଲି ରେ
ହେ .... ଟୋକା ମାନେ ତୋ ପଛରେ କରୁଛନ୍ତି ରା଼ଲ୍ଲୀ ରେ
ରାଜି ଥରେ ହେଇଜା ... ତତେ କରି ଦେବୀ ଘରବାଲୀ ରେ
ହାଁ.....
ଚିହ୍ନିଚି ଭଲସେ ମୁଁ ତୁ ମହା ଚାଲିଆ
ଡାଇଲଗ ମାରି ମାରି ତୁ ହେଇ ଯିବୁ ହାଲିଆ
ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ
ହେ .....
ଘରୁ ପାଦ କାଢି ଦେଲେ
ଫାମିଲି କୁ ଛାଡି ଦେଲେ
ଘରୁ ପାଦ କାଢି ଦେଲେ
ଫାମିଲି କୁ ଛାଡି ଦେଲେ
ଉଠେଇ ନେବି କାଲି ରେ
ରାଜି ଥରେ ହେଇଜା ... ତତେ କରି ଦେବୀ ଘରବାଲୀ ରେ
ହାଁ.....
ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ
ଦିନ ଲାଗୁଚି ମତେ ରାତି
ବଢି ଯାଉଛି ମୋ ତାତି
ହେ ...
ଦିନ ଲାଗୁଚି ମତେ ରାତି
ବଢି ଯାଉଛି ମୋ ତାତି
ହଉଚି ଖାଲି ମୁଁ ଛାଟିପିଟି
ତତେ ହଉଚି ପ୍ରେମ ଜର
ବଢି ଯାଉଛି ଟେମ୍ପରେଚର
ତତେ ହଉଚି ପ୍ରେମ ଜର
ବଢି ଯାଉଛି ଟେମ୍ପରେଚର
ରିଜେକ୍ଟ ହବୁ ତୁ କେତେ ଥର
ହୋ ....
ପାଇବୁନି ମୋ ଭଳିଆ
ଭାବୁ କାହିଁ ମତେ ଅଳିଆ
ମୋ ଆଡେ ଯା ତୁ ଢଳି ରେ
ରାଜି ଥରେ ହେଇଜା ... ତତେ କରି ଦେବୀ ଘରବାଲୀ ରେ
କାହିଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତକୁ ଖାଲି କଷ୍ଟ
କାହିଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତକୁ ଖାଲି କଷ୍ଟ
ଟୋକା ତୁ ପୁରା ଷଷ୍ଠ ରୁ ନଷ୍ଟ
ହେ .... ଭୁଲି ଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଶା
ଭୁଲି ଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଶା
ତୋ ଆଗେ ନିଶାରେ ହେଲି ମୁଁ ବେହୋସ
କାହିଁ କରୁଚୁ ଫୋଲୋ
ମାର ନି ମତେ ତେଲ
କାହିଁ କରୁଚୁ ଫୋଲୋ
ମାର ନି ମତେ ତେଲ
ଚାରି ଘରେ ତୁ ବୁଲିଆ
ଅଫିସ ବନ୍ଦ ଆଜି
ଫର୍ମ ପକେଇବୁ କାଲି ଆ
ଆରେ ... ଅଫିସ ବନ୍ଦ ଆଜି
ଫର୍ମ ପକେଇବୁ କାଲି ଆ
ରାଜି ଥରେ ହେଇଯା
Chikinia Face Tora Anta Hala Chali Re
He…Toka Mane To Pachhare
Karuchanti Rally Re….

Hai….. Chikinia Face Tora Anta Hala Chali Re
He…Toka Mane To Pachhare
Karuchanti Rally Re….

Raji Thare Heija…Tate Kari Debi Gharbali Re…

Han….Chinhichi Bhalase Mu Tu Maha Chalia
Diluage Mari Mari Tu Hei Jibu Halia

Office Band Aaji Form Pakeibu Kaliaa

He….Gharu Pada Kadhi Dele
Family Ku Chhadi Dele

Gharu Pada Kadhi Dele
Family Ku Chhadi Dele
Uthei Nebi Kali Re….

Raji Thare Heija…Tate Kari Debi Gharbali Re…
Office Band Aaji Form Pakeibu Kaliaa

Dina Laguchi Mate Rati….
Badhi Jauchi Mo Tati

He….. Dina Laguchi Mate Rati….
Badhi Jauchi Mo Tati
Hauchi Khali Mu Chati Piti

Tate Hauchi Prema Jara
Badhi Jauchi Temperature

Tate Hauchi Prema Jara
Badhi Jauchi Temperature
Reject Habu Tu Kete Thara

Ho…Paibuni Mo Bhalia
Bhabu Kain Mate Alia

Paibuni Mo Bhalia
Bhabu Kain Mate Alia
Mo Aade Ja Tu Dhali Re….

Raji Thare Heija…Tate Kari Debi Gharbali Re…

Kain Lekhuchhu Mo Pain Gita
Dau Hataku Khali Kasta…

Kain Lekhuchhu Mo Pain Gita
Dau Hataku Khali Kasta…
Toka Tu Pura Sasta Ru Nasta

He…Bhuli Jaichi Bhoka Sosha
Mu Toka Ta Pura Kasha

Bhuli Jaichi Bhoka Sosha
Mu Toka Ta Pura Kasha
To Aage Nisare Heli Mu Beosa

Kain Karuchu Follow
Mar Ni Mate Tela

Kain Karuchu Follow
Mar Ni Mate Tela
Chari Ghera Tu Buliaa…

Office Band Aaji Form Pakeibu Kaliaa
Are….. Office Band Aaji Form Pakeibu Kaliaa




Oldest