ଓଃ ଓଃ ରଙ୍ଗବତୀ / O O Rangabati Song - Kuldeep Pattanaik, RS Kumar | Mp3 Song Download | odia

ଓଃ ଓଃ ରଙ୍ଗବତୀ / O O Rangabati Song - Kuldeep Pattanaik, RS Kumar - ଓଃ ଓଃ ରଙ୍ଗବତୀ Lyrics



Song ଓଃ ଓଃ ରଙ୍ଗବତୀ
Singer Kuldeep Pattanaik, RS Kumar
Music Director Asad Nizam
Lyrics Malaya

ଦେଖିଲି ତୋତେ ପ୍ରଥମ ଥର
ହାର୍ଟ ବିଟ ମୋ ଗଲା ରେ ବଢି
ଦିଶୁନି ମୋତେ ଆଉ କିଛି ବି
ଖାଲି ତୋ ଚେହରା ଛାଡ଼ି....
ଦେଖିଲି ତୋତେ ପ୍ରଥମ ଥର
ହାର୍ଟ ବିଟ ମୋ ଗଲା ରେ ବଢି
ଦିଶୁନି ମୋତେ ଆଉ କିଛି ବି
ଖାଲି ତୋ ଚେହରା ଛାଡ଼ି
ତୋ ନଖରା ... ତୋ ଇଶାରା ....
ତୁ କହିଲେ ଚିରି ଦେବି ମୁଁ ଛାତି
ଓ ଓ ... ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି
ଓ ଓ ... ରଙ୍ଗବତୀ
କାଡୁଚୁ ରଙ୍ଗ ଅତି
କରି ଦେ ମୋତେ ତୋ ସାଥି
(Music) ଦିନରେ ଦେଖୁଚି ମୁଁ ଡ୍ରିମ
ପଟେଇବାକୁ ଲୋ ଲଗାଏ କ୍ରିମ
ପଟୁନୁ କାଇଁ ତୁ ବେବି
ପକଉଛି ଯେ କେତେ ସ୍କିମ
ଦେଖିନି ଝିଅ ତୋ ଭଳି
କଲିଜା ଦେଲୁ ତୁ ଜାଳି
ଭଲରେ ପଦେ ହଉନୁ କଥା
ଦୟା ରେ ଦେଇଦେ ଗାଳି
ମୁଁ ଉଡୁଛି ... ହାଁ ପବନେ
ଲାଗୁଚି ଯେମିତି ପ୍ରଜାପତି
ଓ ଓ ... ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି
ଓ ଓ ... ରଙ୍ଗବତୀ
କାଡୁଚୁ ରଙ୍ଗ ଅତି
କରି ଦେ ମୋତେ ତୋ ସାଥି
ଓ ଓ ... ରଙ୍ଗବତୀ
(Music)

ଚାହୁଁଚି ଖାଲି ଲୁଚି ଲୁଚି
ଦେଇଛି ତୋତେ ମୁଁ ବାଛି
ଇଶାରା କରି ଜାଣିପାରୁନି
ଆଖି ମୋର କହି ଯାଏ କିଛି
ଆସି ଗଲା ମ୍ୟାରେଜ ସିଜିନ
ଦେଇଦେ ମୋତେ ପରମିଶନ
ତମ ପାଖରେ ହୋଲ ଲାଇଫ ରେ
କରି ଦେବି ମୁଁ ଆଡମିସନ
କହି ଯା ... ରହି ଯା......
ମୁଁ ବୁଝି ପାରୁନି......
ମୋ ମତିଗତି ....
ଓ ଓ ... ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି
ଓ ଓ ... ରଙ୍ଗବତୀ
କାଡୁଚୁ ରଙ୍ଗ ଅତି
କରି ଦେ ମୋତେ ତୋ ସାଥି
Dekhili tote pratham thara
Heartbeat mo gala re badhi
Disuni mote au kichi bi
Khali to chehera chadi
Dekhili tote pratham thara
Heartbeat mo gala re badhi
Disuni mote au kichi bi
Khali to chehera chadi

To nakhara.. to ishara..
Tu kahile chiri debi mu chati

Oh oh rangobati
Jhuruchi dina rati
Bujhi parunu kemiti
Oh oh rangobati
Kaduchu ranga atti
Karide mote to sathi

(Music)

Dinare dekhuchi mu dream
Pateibaku lo kainki
Patunu kain tu baby
Patauchi j kete skim
Dekhini jhia to bhali
Kalija delu tu jali
Bhala re pade haunu katha
Daya re deide gali

Mun uduchi.. han pabane..
Laguchi jemiti Prajapati

Oh oh rangobati
Jhuruchi dina rati
Bujhi parunu kemiti
Oh oh rangobati
Kaduchu ranga atti
Karide mote to sathi
Oh oh rangobati....

(Music)

Chahunchi Khali luchi luchi
Deichi tote mu bachi
ishara kari janiparuni
Akhi mora kahi jae kichi
Asi gala marriage seson
Deide mote permission
Tama pakhare whole life re
Kari debi mun admission

Kahi jaa.. rahi jaa..
Mun bujhi paruni
Mo mati gati..

Oh oh rangobati
Jhuruchi dina rati
Bujhi parunu kemiti
Oh oh rangobati
Kaduchu ranga ati
Karide mote to saathi..



Previous
Next Post »