ନାହିଁ ମୋ ପାଦେ ଆଜି ନୁପୁର - Nahin mo pade song - Alka Yagnik Lyrics
| Song | Nahin mo pade |
| Singer | Alka Yagnik |
| Music | Saroj Patnaik |
| Lyricst | Nizam |
ଜୁ ଜୁ ଜୁ...
ନାହିଁ ମୋ ପାଦେ ଆଜି ନୁପୁର
ରୁମ ଝୁମ ଶୁଭେ କାହା ସୁର
ଜାଣେନା କିଏ କଲା କିମିଆ
ନାଚେ ସାରା ଦୁନିଆ (2)
ଜୁ ଜୁ ଜୁ ...
ନାହିଁ ମୋ ପାଦେ ନୁପୁର
ରୁମ ଝୁମ ଶୁଭେ କାହା ସୁର
ଜାଣେନା କିଏ କଲା କିମିଆ
ନାଚେ ସାରା ଦୁନିଆ (୨)
ମୁ ପିନ୍ଦିନୀ ମଥାରେ ସେ ଚାନ୍ଦାର ଟିକିଲି
ତଥାପି ଚାନ୍ଦ ପରି ଦିଶେ ଝିଲି ମିଲି
ମୁଁ ନିଜ ଛବି ଦେଖି ଓ.. ଓ.. ଓ
ମୁ ନିଜ ଛବି ଦେଖି ପଚାରେ ନିଜେ ଆଜି
କରିଛି କେ ମତେ କିମିଆଁ
ନାଚେ ସାରା ଦୁନିଆ (୨)
ମୁଁ କହିଁନି ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହି ଦେବ ବୋଲି(୨)
ସେ ତାରା କହେ ହସି ଓ ଓ ଓ ...
ସେ ତାରା କହେ ହସି
ମୁଁ ମାନିନୀ ରୂପସୀ
ତୁହିତ କରିଛୁ କିମିଆଁ ..
ନାଚେ ସାରା ଦୁନିଆ (୨)
ନାହିଁ ମୋ ପାଦେ ଆଜି ନୁପୁର
ରୁମ ଝୁମ ଶୁଭେ କାହା ସୁର
ଜାଣେନା କିଏ କଲା କିମିଆ
ନାଚେ ସାରା ଦୁନିଆ (2)


ConversionConversion EmoticonEmoticon