ଚୁମକୀ ମାଇଁ ଡାର୍ଲିଂ/ chumki my darling - Humane Sagar & Antara Chakrabarty Lyrics
| Film | ଚୁମକୀ ମାଇଁ ଡାର୍ଲିଂ |
| Singer | Humane Sagar & Antara Chakrabarty |
| Music | Abhijit Majumdar |
| Song Writer | Nirmal Nayak |
ଚୁମକୀ ମାଇଁ ଡାର୍ଲିଂ/ chumki my darling
ନୂଆ ନୂଆ ଲାଗେ ଆଜି ପ୍ରେମର ମାନେ
ଭୁଲି ଯାଇଥିଲି ଯାହା ଏଇ ଜୀବନେ (ପୁ)
ଦୁଇ ଦିନେ ଭରି ଦେଲ ଖୁସୀ ମହଣେ
ଏତେ ରଙ୍ଗ ନାହି ସତେ ୟେ ଫଗୁଣେ (ଝି)
ବଧୁ ପରି ଲାଗେ ୟେ ପୃଥିବୀ
ଲାଗେ ତମେ ସାଥେ ବଞ୍ଚିବି
ବୁଝି ହୁଏ ନାହିଁ ମନର ଏ କି ଫିଲିଙ୍ଗ
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ
ତୁମ ହୃଦୟର ପଞ୍ଜୁରୀ ଆଡେଇ
ସାଜିଥିଲି ଗୋଟେ ବାଆଁରା ଚଢେଇ
ହେଲେ ତୁମ ସେଇ ପ୍ରେମ ଆଣିଲା ଫେରାଇ
ହୁଁ ---
କରିଦେଲା ସତେ ଏ କି କୁହୁକ
ମନ ସାରା ଖେଳେ ସେ ପ୍ରେମ ମହକ
ତୁମ ସପ୍ନ ଖୋଜେ ମୋର ପ୍ରତିଟି ପଲକ(ଝୀ)
ସେଇ ସପନର ଗାଁରେ
ଲେଖାଥିବ ଆମ ନାଁରେ
କହିଦିଅ ଆଜି ହେଇ ମୋ ଦୀଲର ଫିଲିଙ୍ଗ
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ
ହୁଁ ....
ଥରେ ଯଦି ଦେଲ ମୋତେ ଆଉ ଥରେ
ବାନ୍ଧି ରଖିବି ମୁଁ ପଣତ କାନିରେ ...
ହଜିବାକୁ ଦେବୀ ନାହିଁ ପୁଣି ଆଉ ଥରେ (ଝୀ)
ହୁଁ ....
ଏବେ ପରା ମୁଁ ଯେ ପରଦେଶୀ ମେଘ
କାନିରେ କେମିତି ବାଂଧିକି ରଖିବ....
ତୁମ ପାଖେ ରହିବାକୁ ନାହିଁ ଆଉ ଭାଗ୍ୟ
ହଁ ...
ସରିବନି ତୁମ ବୟସ
ଦେଇଦେବି ମୋର ଆୟୁଷ
ସବୁ ଜନମରେ ଥିବା ଏଇ ଆମ ବଁଡିଙ୍ଗ (ଝୀ)
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ
ଚୁମକି ମାଇଁ ଡାର୍ଲିଂଗ (୨)
ମାଇଁ ଡାର୍ଲିଂଗ


ConversionConversion EmoticonEmoticon