ଯାଯାବର.. /JAJABARA Song -Akshaya Mohanty, Old Songs - JAJABARA Lyrics
| Song | JAJABARA |
| Singer | Akshaya Mohanty, Trupti Das. |
| Music | Akshaya Mohanty |
| Lyricst | Akshaya Mohanty |
ଯାଯାବର.........
ଯାଯାବର , ମନ ମୋର |
ସିମାହିନା ଆଶା ମୋର ......
ନୀତି ଗଢେ, ନୀତି ଭାଙ୍ଗେ,
ନୀତି ଗଢେ, ନୀତି ଭାଙ୍ଗେ, (୨)
ସ୍ବପ୍ନର ବାଲି ଘର .....
ଯାଯାବର.........
ଯାଯାବର, ମନ ମୋର (୨)
ମୁଁ . .. ନିଜର ଆଲୋକର..., ମୋ..ଛାଇଁ ବଂଧୁ ମୋର .....
ନୀତି lekhe ନୀତି ଜଳେ |
ନୀତି ଲେହେ ନୀତି ଜଲେ (୨)
ଗଳ୍ପ ମୋ ହୃଦୟର ....
ଯାଯାବର.........
ଯାଯାବର , ମନ ମୋର |
ସିମାହିନା ଆଶା ମୋର .....
ଯାଯାବର.........
ମୁ .. ପ୍ରେମିକ ଦିଗନ୍ତର... , ମରିଚିକା, ପ୍ରିୟା ମୋର ...
ମୁ .. ପ୍ରେମିକ, ମରିଚିକା ପ୍ରିୟା ମୋର .....
ଭଲ ପାଏ, ଭୁଲି ଯାଏ ..
ଭଲ ପାଏ, ଭୁଲି ଯାଏ (୨)
ନୀତି ଦିନ, ଖେଳ ମୋର .....
ଯାଯାବର......... |
ଯାଯାବର............|

ConversionConversion EmoticonEmoticon